You are currently viewing କୁମାରୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷଠିତ
କୁମାରୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷଠିତ

ପୁରୁଷୋତ୍ତମପୁର ତା-24/03/ ପୁରୁଷୋତ୍ତମପୁର ଏନଏସି ଅନ୍ତର୍ଗତ କୁମାରୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ମେଳା ଆୟୋଜନ ରେ ଏବଂ ଟିବି ମୁକ୍ତ ଭାରତ ସଚେତନତାକୁ ନେଇ ଏକ ରାଲି କରି ଗ୍ରାମ ବାସୀଙ୍କୁ ବିଭିନ୍ନ ବାର୍ତ୍ତା ଦେଇ ଏକ ବୈଠକ ରେ ଚିକିତ୍ସା ଅଧିକାରୀ ଆୟୁଷ ଡାକ୍ତର ଅସ୍ମିତା ପାତ୍ରଙ୍କ ଅଧ୍ୟକ୍ଷତାରେ,ମୁଖ୍ୟ ଅତଥିଭାବେ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼ ‘ସନମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା” ସ୍ୱାସ୍ଥ୍ୟ ଗୋଷ୍ଠୀ ମୁଖ୍ୟ ଡାକ୍ତର ମନୋଜ ଦାସ କାଉନସିଲର ବେହେରା।

ଏବଂ ସମିତି ସଭ୍ୟ ରୀଙ୍କି ବେହେରା ଯୋଗ ଦେଇଥିବା ବେଳେ,ଇ’ଏସ’ଡି’ସି ସ୍ନେହ ପ୍ରଭା ଜେନା’ ଲେପ୍ରସି ସୁପର ଭାଇଜର ପ୍ରବୀର ପାତ୍ର ‘ ବିପିଏମ୍ର ରାଧାକୃଷ୍ଣ ସାବତ ” ମଞ୍ଚାସିନ ଥିଲେ l ସ୍ବାସ୍ଥ୍ୟ ମେଳା ରେ ଉପସ୍ଥିତ ସମସ୍ଥ ଜନସାଧରଣଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ବିପି, ରକ୍ତ ଶର୍କରା ପରୀକ୍ଷା କର ମାଗଣା ଔଷଧ ଦିଆଗଲା ଏଥିରେ ଏଏନମ ରା଼ମେଶ୍ୱରୀ ପାଣିଗ୍ରାହୀ ”ପରିଚାଳନାରେ ସହଯୋଗ କରିଥିବା ବେଲେ ତାଙ୍କୁ ଏନଏମ ନମିତା ରାଉଳ ‘ ଗୋପୀରାମ ବେହେରା ‘ରଶ୍ମିତା କୁମାରୀ ପତି ‘ଅଙ୍ଗନବାଡି ଗୋଲାପ ପଣ୍ଡା ‘ ଆଶା ରାଜଲଷ୍ମୀ ପାଢ଼ୀ ‘CHO ମିନାକ୍ଷୀ ବେହେରା ” ଏଲବି ପ୍ରସାଦ ରିତେଶ କୁମାର ବେହେରା ‘ମୋହନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ୨ଶହରୁ ଉର୍ଦ୍ଧ ରୋଗୀଙ୍କୁ ସୁଚାରୁ ରୂପେ ଚିକିତ୍ସା କରାଇ ମାଗଣାରେ ଔଷଧ ପ୍ରଧାନ କରାଯାଇଥିଲା :ରିପୋର୍ଟ ପ୍ରସନ୍ନ କୁମାର ଦାସ