ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବଡଖଇରଖମା ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା ! ସୂଚନା ପ୍ରକାରେ ଏହି ଗ୍ରାମର ଭଗବାନ ଜେନା ଙ୍କ ଝିଅ ଅନିତା ଜେନା ବୟସ 19 ବର୍ଷ ନିଜ ଘରେ ଆତ୍ମହତ୍ୟା କରିଛି ! ଶୁକ୍ରବାର ରାତିରେ ଘରେ କେହି ନ ଥିବା ଅବସ୍ଥାରେ ଏକ ଲୁଗା ସାହାଯ୍ୟ ରେ ବେକରେ ଲଗାଇ ଘରର ଦୁଲା ରେ ବାନ୍ଧି ଓହଳି ପଡ଼ିଥିଲେ ! ପରେ ଘର ଲୋକ ଜାଣିପାରି ବେଗୁନିଆପଡା ଥାନାକୁ ଖବର ଦେଇଥିଲେ ! ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହ 3/2023ରେ ଏକା ଅପମୃତ୍ୟୁ ମାମଲା ରୁଜୁ କରି ଶୁକ୍ରବାର ଦିନ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଗୁନିଆପଡା ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି !ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କରିପୋର୍ଟ ଆଇ ଜେ ବି ନିୟୁଜ।
