You are currently viewing ବୃଦ୍ଧାଙ୍କ ବେକରୁ ସୁନାଚେନ ଲୁଟ୍
ବୃଦ୍ଧାଙ୍କ ବେକରୁ ସୁନାଚେନ ଲୁଟ୍

ରାଉରକେଲା,
ରାଉରକେଲା ସହର ଛେଣ୍ଡ କଲୋନୀ କଳିଙ୍ଗବିହାର ଅଂଚଳର ସେଣ୍ଟ୍ରାଲପାର୍କ ନିକଟରୁ ଏକ ଜନଗହଳିପୂର୍ଣ ରାସ୍ତାରେ ଗୁରୁବାର ସକାଳ ସମୟରେ ମଞ୍ଛାଳରେ ଯାଇଥିବା ଜଣେ ବୟସ୍କ ମହିଳାଙ୍କ ବେକରୁ ଦୁରମାନେ ସୁନା ଚେନ୍ ଛୁଟିନେଇଥିବା ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ, ୬୦ ବର୍ଷିୟା ସୁମିତ୍ରା ହାଇଓ୍ବାଇ ନିଜର ମଓ୍ବାକ ସାରି ସେଣ୍ଟ୍ରାଲପାର୍କ ପାଖ ଫୁଟ୍‌ର ଶେଷ ଲାଇନ୍‌ରେ ଚାଲିଚାଲି ନିଜ ଘରକୁ ଫେରୁଥିବା ବେଳେ ସକାଳ ପ୍ରାୟ ୬ଟା ୫୦ ସମୟରେ ଜଣେ ଯୁବକ ତାଙ୍କ ବେଳରୁ ମିଳିଛି ।
ସୁନା ଚେନ୍ ଲୁଟିନେଇ ଦଉଡି ପଳାଇଯାଇ ତାକୁ ଅପକ୍ଷା କରିଥିବା ଦୁଇଚକିଆ ଗାଜିବାଲା ପଛରେ ବସି ଫେରାର ହୋଇଯାଇଥିବା ଜଣାପଡିଛି ।