You are currently viewing ପୁରୁଷୋତ୍ତମପୁର ବ୍ଳକ ଅଧକ୍ଷା ଙ୍କ ରୁମରେ ନୂତନ ବ୍ଳକ ବିଜେଡି ସଭାପତି ଙ୍କୁ ସ୍ୱାଗତ ପାଈଁ ସବୁ ସରପଞ୍ଚ, ସମିତି ସଭ୍ୟ ଙ୍କୁ ନେଇ ପ୍ରସ୍ତୁତି ବୈଠକ |
ପୁରୁଷୋତ୍ତମପୁର ବ୍ଳକ ଅଧକ୍ଷା ଙ୍କ ରୁମରେ ନୂତନ ବ୍ଳକ ବିଜେଡି ସଭାପତି ଙ୍କୁ ସ୍ୱାଗତ ପାଈଁ ସବୁ ସରପଞ୍ଚ, ସମିତି ସଭ୍ୟ ଙ୍କୁ ନେଇ ପ୍ରସ୍ତୁତି ବୈଠକ |

ପୁରୁଷୋତ୍ତମପୁର ବ୍ଳକ ଅଧକ୍ଷା ଙ୍କ ହଲରେ ଆସନ୍ତା କାଲି ନୂତନ ଭାବେ ମନୋନୀତ ହୋଇଥିବା ବ୍ଳକ ବିଜେଡି ସଭାପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଈଁ ପୂର୍ତ୍ତ ବଙ୍ଗଳା ଠାରୁ ଏକ ବାଇକ ରାଲି ରେ ନୂତନବ୍ଳକ ସଭାପତି ଙ୍କୁ ସ୍ୱାଗତ କରାଯାଇ ବ୍ଳକ ଅଧକ୍ଷା ଙ୍କ ହଲରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ସେମାନଙ୍କ ପ୍ରତିନିଧି ଙ୍କ ଉପସ୍ଥିତି ରେ ଏକ ବୈଠକ ହେବା ନେଇ ଆଜି ବିଜେଡି ର ଜିଲ୍ଲା ଯୁବ ସମ୍ପାଦକ ନିର୍ମଳ ଚନ୍ଦ୍ର ସାହୁଙ୍କ ତତ୍ୱା ବଧାନ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା | ଏଥିରେ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ତାପସ ବେହେରା, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, ରମେଶ ଚନ୍ଦ୍ର ଦଳେଇ, କୁମୁଦ ଚନ୍ଦ୍ର ବେହେରା , ବସନ୍ତ କୁମାର ମହାପାତ୍ର, ଅନିଲ କୁମାର ନାହକ, ଦୀନବନ୍ଧୁ ଦାସ, ଅଜୟ ପ୍ରଧାନ, ଦିବାକର ସାହୁ, ସନ୍ୟାସୀ ମଲିକ, ଗୌରାଙ୍ଗ ସେଠୀ, ଉପେନ୍ଦ୍ର ପଣ୍ଡା, ବିଷ୍ଣୁ ଦୋରା, ଲମ୍ବୋଦର ପଣ୍ଡା, କମଳ ଲୋଚନ ଗୌଡ଼, ଚିରଞ୍ଜିତ ବିଷୋୟୀ, ଙ୍କ ସହିତ ଅନ୍ୟସରପଞ୍ଚ, ସମିତି ସଭ୍ୟଓ ତାଙ୍କ ନମିନୀ ଉପସ୍ଥିତ ଥିଲେ |

( ପୁରୁଷୋତ୍ତମପୁର ରୁ ପ୍ରସନ୍ନ କୁମାର ଦାଶ ଙ୍କ ରିପୋର୍ଟ )