ପୁରୁଷୋତ୍ତମପୁର ବ୍ଳକରେ ଯେଇ ଜଗଦିଶ କୁମାର ସାହୁ ଙ୍କୁ ଭିଜିଲାନ୍ସ ଟ୍ରାପ ପରେ ବ୍ଳକ ମଧ୍ୟରେ ସବୁ ଷ୍ଟାପ ଙ୍କ ମନରେ କୋକେୟା ଭୟ ଲାଗି ରହିଛି | କୌଣସି ଷ୍ଟାଫ ଏବେ ଯେ କୌଣସି କାମରେ କାହା ଠାରୁ ପିସି ମାଗିବାକୁ ଭୟ କରୁଛନ୍ତି | ସେମାନେ ହିତାଧିକାରୀ ଙ୍କୁ ବିଭିର୍ଣ୍ଣ ମନ ଗଢ଼ା କଥା କହି ତାହାଠାରୁ କିପରି ପିସି ଆଦାୟ ହୋଇ ପାରିବ ସେଥିପାଇଁ ସେମାନେ ସବୁପ୍ରକାର ଫିକର ଫନ୍ଦି କରିଥାନ୍ତି | ତେବେ ଏପଟେ ଭୟ ରହୁଛି କି ଯେଇ ଜଗଦୀଶ ଙ୍କ ପରି ପୁଣି ଭିଜିଲାନ୍ସ ମାଡି ବସିବକି ????? ଗୋଟିଏ ପଟେ ଅର୍ଥ ପାଇବାର ଲାଳସା ଅନ୍ୟ ପଟେ ଭିଜିଲାନ୍ସ ର ଭୟ | ଯିଏ ପର ଧନ ରେ ବଡ଼ ହେବାକୁ ଯାଉଛି ତା ପାଖରେ ଏହି ଭିଜିଲାନ୍ସ ଵାଲାଙ୍କ କଥା ମନେ ପଡିଲେ ଛାତି ଥରି ଉଠୁଛି | ପଇସା ପଛକେ ନମିଳୁ କିନ୍ତୁ ଚାକିରିଟି ସୁରକ୍ଷିତ ରହୁ | ନେଚେତ ଏହି ମିଡ଼ିଆ ଵାଲା ମାନେଏପରି ମିଛ ଶତ ଲେଖି ବଡ଼, ବଡ଼ ଅକ୍ଷରେ ରେ ଛାପି ଦେବେ, କିମ୍ବାନିଉସ ରେ ଦେଖେଇ ଦେବେ ଯାହାକୁ ଦେଖି କିମ୍ବା ପଢି ଲୋକମାନେ ଚାହା ଖଟି, ହୋଟେଲ ରେ ଖାଲି ଚର୍ଚ୍ଚା ହି ଚର୍ଚ୍ଚା ହେବ, ଯାହାପାଇଁ ସେମାନେ ବାଟ ଚାଲି ପାରିବେ ନାହିଁ, ବରଂ ଲୋକେ ଦେଖେଇ, ଶିଖେଇ କେତେ କହିବେ | ତେଣୁ ମନକୁ ଟିକେ ବୁଝେଇ ଦେଉଛନ୍ତି, ଆଉ କିଛିଦିନ ଯାଉ | ଏପଟେ ଲୋକ ଙ୍କ ବିଲ ହୋଇ ଗଲେ ସେମାନେ ଆଉ ଟଙ୍କାଟିଏ ଦେବେନାହିଁ | ତେଣୁ ଦୋଛକି ରେ ଷ୍ଟାଫ ଠାରୁ ସମସ୍ତେ | କଣ କରିବେ କିଛି ଭାବି ପାରୁ ନାହାନ୍ତି | ତେଣୁ କିଛି ବିଲ ପାଇଁ ଧାଉଁ ଆସୁଥିବା ହିତାଧିକାରୀ ମାନଙ୍କୁ ମିଛ, ସତ କହି ସମୟ ଗଡେଇ ନେବାକୁ ସେମାନେ ବାଧ୍ୟ୍ୟ ହେଉଛନ୍ତି, କିଛି ଦିନ ପରେ ପୁଣି ଯେତେବେଳେ ଏହି ଭିଜିଲାନ୍ସ ଭୟ ଟିକେ କମିଗଲେ ପୁଣି ଆଖଡ଼ା ଆରମ୍ଭ କରିବେ ଏପରି ଭାବି ମନକୁ ବୁଝେଇ ଦେଉଛନ୍ତି | ଚାରିଥର ଭିଜିଲାନ୍ସ ରେଡ କରିବାକୁ ଆସି ଶିକାର ଧରା ନପଡିବାରୁ ଫେରି ଯାଇଛନ୍ତି , ତେବେ 5ମ ଥର ସଫଳ ପାଇଲେ ଟିମ | ତେଣୁ ବ୍ଳକ ରେ ଏବେ କୋକେୟା ଭୟ ହେଉଛି | ପୁରୁଷୋତ୍ତମପୁର ଯେଇ ଭିଜିଲାନ୍ସ ଟ୍ରାପ ରେ ପଡିବା ପରେ ସମସ୍ତ ଙ୍କ ମନରେ କୋକେୟା ଭୟ ଲାଗି ରହିଛି | ପୁରୁଷୋତ୍ତମପୁର ବ୍ଳକରେ ଯେଇ ଜଗଦିଶ କୁମାର ସାହୁ ଙ୍କୁ ଭିଜିଲାନ୍ସ ଟ୍ରାପ ପରେ ବ୍ଳକ ମଧ୍ୟରେ ସବୁ ଷ୍ଟାପ ଙ୍କ ମନରେ କୋକେୟା ଭୟ ଲାଗି ରହିଛି | କୌଣସି ଷ୍ଟାଫ ଏବେ ଯେ କୌଣସି କାମରେ କାହା ଠାରୁ ପିସି ମାଗିବାକୁ ଭୟ କରୁଛନ୍ତି | ସେମାନେ ହିତାଧିକାରୀ ଙ୍କୁ ବିଭିର୍ଣ୍ଣ ମନ ଗଢ଼ା କଥା କହି ତାହାଠାରୁ କିପରି ପିସି ଆଦାୟ ହୋଇ ପାରିବ ସେଥିପାଇଁ ସେମାନେ ସବୁପ୍ରକାର ଫିକର ଫନ୍ଦି କରିଥାନ୍ତି | ତେବେ ଏପଟେ ଭୟ ରହୁଛି କି ଯେଇ ଜଗଦୀଶ ଙ୍କ ପରି ପୁଣି ଭିଜିଲାନ୍ସ ମାଡି ବସିବକି ????? ଗୋଟିଏ ପଟେ ଅର୍ଥ ପାଇବାର ଲାଳସା ଅନ୍ୟ ପଟେ ଭିଜିଲାନ୍ସ ର ଭୟ | ଯିଏ ପର ଧନ ରେ ବଡ଼ ହେବାକୁ ଯାଉଛି ତା ପାଖରେ ଏହି ଭିଜିଲାନ୍ସ ଵାଲାଙ୍କ କଥା ମନେ ପଡିଲେ ଛାତି ଥରି ଉଠୁଛି | ପଇସା ପଛକେ ନମିଳୁ କିନ୍ତୁ ଚାକିରିଟି ସୁରକ୍ଷିତ ରହୁ | ନେଚେତ ଏହି ମିଡ଼ିଆ ଵାଲା ମାନେଏପରି ମିଛ ଶତ ଲେଖି ବଡ଼, ବଡ଼ ଅକ୍ଷରେ ରେ ଛାପି ଦେବେ, କିମ୍ବାନିଉସ ରେ ଦେଖେଇ ଦେବେ ଯାହାକୁ ଦେଖି କିମ୍ବା ପଢି ଲୋକମାନେ ଚାହା ଖଟି, ହୋଟେଲ ରେ ଖାଲି ଚର୍ଚ୍ଚା ହି ଚର୍ଚ୍ଚା ହେବ, ଯାହାପାଇଁ ସେମାନେ ବାଟ ଚାଲି ପାରିବେ ନାହିଁ, ବରଂ ଲୋକେ ଦେଖେଇ, ଶିଖେଇ କେତେ କହିବେ | ତେଣୁ ମନକୁ ଟିକେ ବୁଝେଇ ଦେଉଛନ୍ତି, ଆଉ କିଛିଦିନ ଯାଉ | ଏପଟେ ଲୋକ ଙ୍କ ବିଲ ହୋଇ ଗଲେ ସେମାନେ ଆଉ ଟଙ୍କାଟିଏ ଦେବେନାହିଁ | ତେଣୁ ଦୋଛକି ରେ ଷ୍ଟାଫ ଠାରୁ ସମସ୍ତେ | କଣ କରିବେ କିଛି ଭାବି ପାରୁ ନାହାନ୍ତି | ତେଣୁ କିଛି ବିଲ ପାଇଁ ଧାଉଁ ଆସୁଥିବା ହିତାଧିକାରୀ ମାନଙ୍କୁ ମିଛ, ସତ କହି ସମୟ ଗଡେଇ ନେବାକୁ ସେମାନେ ବାଧ୍ୟ୍ୟ ହେଉଛନ୍ତି, କିଛି ଦିନ ପରେ ପୁଣି ଯେତେବେଳେ ଏହି ଭିଜିଲାନ୍ସ ଭୟ ଟିକେ କମିଗଲେ ପୁଣି ଆଖଡ଼ା ଆରମ୍ଭ କରିବେ ଏପରି ଭାବି ମନକୁ ବୁଝେଇ ଦେଉଛନ୍ତି | ଚାରିଥର ଭିଜିଲାନ୍ସ ରେଡ କରିବାକୁ ଆସି ଶିକାର ଧରା ନପଡିବାରୁ ଫେରି ଯାଇଛନ୍ତି , ତେବେ 5ମ ଥର ସଫଳ ପାଇଲେ ଟିମ | ତେଣୁ ବ୍ଳକ ରେ ଏବେ କୋକେୟା ଭୟ ହେଉଛି | ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ
