: ପୁରୁଷୋତ୍ତମପୁର ତା-0୬ l 0୭ l ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆମ ପୋଖରୀ ଯୋଜନା ମାଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମଧ୍ୟରେ ରାଜ୍ୟ ସମସ୍ତ ସହରାଞ୍ଚଳର ଜଳାଶୟର ପୁନରୁଦ୍ଧାର ପାଇଁ ଏହି ଶୁଭାରମ୍ଭକରିଛନ୍ତି l ଏହି ଅବସରେ ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ପୁରୁଷୋତ୍ତମପୁର ବ୍ଲକ କାର୍ଯାଳୟ ପରିସରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼, ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ” କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ,କାଉଁନସିଲର ଅଶୋକ କୁମାର ମହାଙ୍କୁଡ ‘ ଏବଂ ମୁକ୍ତା ବିଭାଗର ପୋଗ୍ରାମର ସଂଗ୍ରାମ କେଶରୀ ନାୟକ, ଯନ୍ତ୍ରୀ ବରୁଣ କୁମାର ବେହେରା ‘ ଯନ୍ତ୍ରୀ ରାମଚନ୍ଦ୍ର ପିଙ୍ଗୁଆ ‘ ସିଈଓ ରଞ୍ଜିତା ପଣ୍ଡା” ସ୍ୱଚ୍ଛ ଜଳସାଥି’ ସ୍ୱଚ୍ଛ ସାଥି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l। ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ

