You are currently viewing ସାଂସଦଙ୍କ ହସ୍ତକ୍ଷେପ ପରେ ନିର୍ମାଣ ହେଲା ପୋଲ
ସାଂସଦଙ୍କ ହସ୍ତକ୍ଷେପ ପରେ ନିର୍ମାଣ ହେଲା ପୋଲ

ରାଉରକେଲା,୬/୭:
_*ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ହସ୍ତକ୍ଷେପ ପରେ ଗୋଲଘରକୁ ସଂଯୋଗ ରାସ୍ତାର ପୋଲକୁ ଆର୍ଏସ୍‌ପି ପକ୍ଷରୁ ନିର୍ମାଣ କରାଯାଇଛି। ଦୀର୍ଘ ଦିନ ପରେ ପୋଲ ନିର୍ମାଣ କରାଯାଉଥିବାରୁ ସମାଜସେବୀ ନମ୍ରତା ବାଗ ଓ ସ୍ଥାନୀୟ ଅଞ୍ଚଳବାସିନ୍ଦା ଆର୍ଏସ୍‌ପି ସହରସେବା ବିଭାଗ ଓ ସାଂସଦ ଜୁଏଲ ଓରାମଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନା ଯୋଗ୍ୟ ଗୋଲଘରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଉପରେ ନିର୍ମିତ ପୋଲ ଅଧାଭଙ୍ଗା ଅବସ୍ଥା ରହିଥିଲା। ଏହି ପୋଲ ଉପରେ ଦେଇ ହଜାର ହଜାର ଲୋକ ରହିଥିବା ପୋଲଟି ସ୍ଥାନୀୟ ବାରମ୍ବାର ଆର୍ଏସ୍‌ ହଜାର ହଜାର ଲୋକ ରହିଥିବା ପୋଲଟି ସ୍ଥାନୀୟ ବାରମ୍ବାର ଆର୍ଏସ୍‌
ଦୈନିକ ଗୋଲଘରର ଯିବାଆସିବାରେ ନାହିଁ ନଥିବା ଅସୁବିଧାରେସମ୍ମୁଖୀନ ହେଉଥିଲେ
IJB news
Nilakantha pradhan