You are currently viewing ପୁରୁଷୋତ୍ତମପୁର ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ଆଜି NPS ଅନ୍ତର୍ଭୁକ୍ତ ମିଳିତ ପ୍ରାଥମିକ ମହାସଂଘ ତରଫରୁ ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି |
ପୁରୁଷୋତ୍ତମପୁର ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ଆଜି NPS ଅନ୍ତର୍ଭୁକ୍ତ ମିଳିତ ପ୍ରାଥମିକ ମହାସଂଘ ତରଫରୁ ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି |

ପୁରୁଷୋତ୍ତମପୁର ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ଆଜି NPS ଅନ୍ତର୍ଭୁକ୍ତ ମିଳିତ ପ୍ରାଥମିକ ମହାସଂଘ ତରଫରୁ ସମସ୍ତ କର୍ମକର୍ତ୍ତା ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି | ଏହି ବୈଠକ ରେ ମହାସଂଘ ରେ ସାମିଲ ଥିବାଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ (UPJF ) ସଂଘର ସଭାପତି,ଇ ରମେଶ ଙ୍କ ସଭାପତି ତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲା | ରାଜ୍ୟ ସରକାରଙ୍କପ୍ରାଥମିକ ଶିକ୍ଷା ମାରଣ ନିତି ଘୋର ବିରୋଧ କରାଯିବା ସହ, ପ୍ରାଥମିକ ଶିକ୍ଷକଙ୍କ 3ଦଫା ଦାବି ଯଥା –1—ସେମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଠିକା ନିଯୁକ୍ତି ଉଛେଦ ସହ ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଓ ନେସନାଲ ଇନ୍କ୍ରି ମେଣ୍ଟ ପ୍ରଦାନ କରିବା, 2—ପ୍ରାଥମିକ ଶିକ୍ଷକ ଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, 3—ପୁରୁଣା ପେନସନ ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି | ଏହି ଦାବି ପୂରଣ ନହେଲେ ଆସନ୍ତା 24/07/23 ଠାରୁ ସମସ୍ତ ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ଯାଇ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଆଗରେ ଅହ ରାତ୍ର ଧାରଣା ଦେବା ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତି କରାଗଲା | ଏହି ବୈଠକରେ UPTF ସଂଘର ଏ ରାଜେଶ୍ୱର ଦୋରା, କୈଳାଶ ଚନ୍ଦ୍ର ସ୍ବାଇଁ, ବାଲ୍ମୀକି ମହାପାତ୍ର, ଓ OJTA ର ସ୍ୱାଗତ ପତି, ଏକ୍ସ କାଡର ସଙ୍ଘ କେ ଆବଲ୍ୟ ରେଡ଼ୀ, କୁନା ସେଠୀ ସମେତ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ, ଶିକ୍ଷ ୟତ୍ରୀ ଉପସ୍ଥିତ ଥିଲେ |.

ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ