ପୁରୁଷୋତ୍ତମପୁର ଯାହାକୁ ନେଇ ଅଞ୍ଚଳ ବାସୀ ଚିନ୍ତା ପ୍ରକଟ କରି ଭୟ ଭିତ ଅବସ୍ଥାରେ ଅଛନ୍ତି | ଏହା ବୋଧେ ସୋରଡ଼ା କିମ୍ବା ଭଞ୍ଜନଗର ନଚେତ ଘୋଡା ହାଡ଼ ଡେମରୁ ଆସି ଯାଇଛି | ଏବଂ ନଦୀରେ ଭାସୁ ଥିବାର ଦେଖା ଯାଇଛି | କେନ୍ଦ୍ରା ପଡା ଜିଲ୍ଲା ଓ ରାଜକନିକା ରେ ଯେପରି ନଦୀରେ କୁମ୍ଭୀର ଲୋକମାନଙ୍କୁ ଟାଣି ନେଇ ଖାଇ ଯାଉଛି ସେହିପରି ଏଠାରେ ମଧ୍ୟ କୁମ୍ଭୀର କୁ ଦେଖି ଆତଙ୍କ ଖେଳାଇ ଯାଇଛି | ନଦୀରେ ଏହା ଗୋଟିଏ କୁମ୍ଭୀର, ନ ଆହୁରି ଅନେକ ଆସିଛନ୍ତି ତାହା ଲୋକଙ୍କ ମନରେ ବିଶେଷ କରି ନଈକୁଳିଆ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଖେଳାଇ ଯାଇଛି |

ଏପଟେ ବନ ବିଭାଗ ଫରେଷ୍ଟ ର ପ୍ରଦୀପ କୁମାର ପଣ୍ଡାଙ୍କୁ ଏହା ଉପରେ ପଚାରିବାରୁ ସେ ସଙ୍ଗେ, ସଙ୍ଗେ ଜଣେ ଗାଡ଼ କୁ ସେହି ସ୍ଥାନକୁ ପଠାଇ ବା ସହିତ କିଛି ଲୋକ ଏଡିଟିଙ୍ଗ କରି ଏପରି ଲୋକଙ୍କୁ ଭୟଭୀତ କରୁଥିବାର ସେ ଘୋଡା ହାଡ଼ ବନ ଅଧୀନରେ ଥିବାବେଳେ ଏପରି ମିଛ ଘଟଣା ଲୋକେ ନାଟକ କରିଥିଲେ ବୋଲି କହିଛନ୍ତି | ତଥାପି ସେ ଯଦି ଏହାର ସତ୍ୟତା ଜାଣନ୍ତି ତେବେ ଧେଣ୍ଡୁରା ମାଧ୍ୟମରେ ନଦୀ ନିକଟ ବର୍ତ୍ତୀ ଲୋକମାନଙ୍କୁ ସତର୍କତା ଉପରେ ସୂଚନା ଦେଇ କୁମ୍ଭୀର କୁ କିପରି ଧରାଯିବ ତାଉପରେ ବ୍ୟବସ୍ତା କରିବେ ବୋଲି ମତ ଦେଇଛନ୍ତି | ତେବେ ଏହା ସତ୍ୟ କିମ୍ବା ଇନାଟମେଣ୍ଟ ତାହା ନିଶ୍ଚିତ ଭାବେ ଜଣା ପଡିବ ବୋଲି କିଛି ପରିବେଶ ବିତ ମତ ଦେଇଛନ୍ତି |
ରିପୋର୍ଟ ପ୍ରସନ୍ନ କୁମାର ଦାସ
