You are currently viewing ପଟିଗୁଡା ପଞ୍ଚାୟତ ରେ ମାଂ ଗ୍ରାମ ଦେବତୀ ଶୟଂମ ସହାୟକ ସଂଘ ତରଫରୁ ଧାନ ମଣ୍ଡି ଶୁଭାରମ୍ଭ
ପଟିଗୁଡା ପଞ୍ଚାୟତ ରେ ମାଂ ଗ୍ରାମ ଦେବତୀ ଶୟଂମ ସହାୟକ ସଂଘ ତରଫରୁ ଧାନ ମଣ୍ଡି ଶୁଭାରମ୍ଭ

ସାନଖେମୁଣ୍ଡି : (ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ଅନ୍ତର୍ଗତ ଡୋଳବ ଗ୍ରାମର ମା ଗ୍ରାମ ଦେବତୀ ଶୟଂମ ସହାୟକ ସଂଘ ତରଫରୁ ବୁଧୁବାର ଦିନ ଧାନ ମଣ୍ଡିର ଶୁଭାଆରମ୍ଭ ହୋଇଯାଇଛି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଚୌପଟ୍ଟନାୟ ତଥା ସାନଖେ ମୁଣ୍ଡି ପୃବର୍ତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ଓ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ପଟିଗୁଡା ସମବାୟ ସମିତିର ସଭାପତି ଜୟ ଗୌଡ଼ ଏବଂ

ସରପଞ୍ଚ ସିମାଞ୍ଚଳ ଗୌଡ଼ ଙ୍କ ତ୍ୱତବଧାନ ରେ ଧାନମଣ୍ଡିର ଶୁଭ ଆରମ୍ଭ ହୋଇଥିଲା ତେବେ ଚଳିତ ବର୍ଷ ସାଧାରଣ ଧାନ କୋଇଣ୍ଟାଲ ପିଛା 2183 ଥିବାବେଳେ ଗ୍ରେଟ ଏ ଧାନ ମାନ 2203 ଟଙ୍କା ଅନୁଯାଇ ଧାନ ବିକ୍ରୀୟ କରିପାରିବେ ଏହି ସମୟରେ ଗ୍ରାମର ମା ଗ୍ରାମ ଦେବତୀ ଶୟଂମ ସହାୟକ ଗୋଷ୍ଠି ଓ ଗ୍ରାମର କୃଷକ ଭାଇ ଏବଂ ସହଯୋଗୀ ମୋହନ ନାୟକ ଘନସାମ ନାୟକଓ ସମସ୍ତ କର୍ମ କତ୍ତା ଉପସ୍ଥିତ ରହିଥିଲେ