ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଓଡିଶା ସରକାର ସ୍ୱତନ୍ତ୍ର ଉନ୍ନୟନ ଅଞ୍ଚଳ ଘୋଷଣା ପରେ ଆମ୍ଭ ପରିଷଦ ଅଞ୍ଚଳ ରେ ମାଷ୍ଟର ପ୍ଲାନ ତୟାର ନିମନ୍ତେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ତତ୍ୱାଵଧାନ ରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହିଁ ବୈଠକ ରେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଉପା ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଆସ୍କା ସାସଂଦ ପ୍ରତିନିଧି ପ୍ରେମାନନ୍ଦ ସାହୁ କାଉସିଲର ଅଶୋକ କୁମାର ମହାଙ୍କୁଡ, ଭାସ୍କର ବେହେରା, କେ ପ୍ରମୋଦ ଅଚାରୀ, ଭବାନୀ ଶଙ୍କର ନାହାକ, କାଉସିଲର ପ୍ରତିନିଧି ଲୋକନାଥ ବେହେରା, ବିଶ୍ୱ ଭୂଷଣ ମହାପାତ୍ର ମାନଙ୍କ ସହ ପଶ୍ଚିମବଙ୍ଗ ମାଷ୍ଟର ପ୍ଲାନର ଅଧିକାରୀ ମାନେ ମାଷ୍ଟର ପ୍ଲାନର ଉପରେ ଆଲୋଚନାରେ ଭାଗ ନେଇଥିବା ଲାଇନ ଦିପାର୍ଟମେଣ୍ଟ ବିଭାଗ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସୋନିୟା ପ୍ରଧାନ, ପୀଏଚଡି ଯନ୍ତ୍ରୀ ହିଂମାଂଶୁ ଶେଖର ପାତ୍ର, ବିଦ୍ୟୁତ ବିଭାଗ ପ୍ରଶାନ୍ତ ନାୟକ, ଏରିଗ୍ରେସନ ବିଭାଗ ବରିଷ୍ଠ ଯନ୍ତ୍ରୀ ଗଙ୍ଗାଧର ଦାସ,ସବ୍ ରେଜିଷ୍ଟର କାଳୀ ପ୍ରସାଦ ଧଳ, ବ୍ଲକ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା,ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁରୁଷୋତ୍ତମପୁର ଏନଏସି, ବରିଷ୍ଠ କିରାଣୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ବରିଷ୍ଟ ଯନ୍ତ୍ରୀ ନାଗ ଭୂଷଣ ଯାଦବ କନିଷ୍ଠ ଯନ୍ତ୍ରୀ ରାମ ଚନ୍ଦ୍ର ପିଙ୍ଗୁଆ, ରଶ୍ମି ରାଣୀ ନାୟକ, ସଂଗ୍ରାମ କେଶରୀ ନାୟକ, ବରୁଣ କୁମାର ବେହେରା,ପ୍ରମୁଖ ଉପସ୍ଥିତ ରହି ବୈଠକ ପରିଚାଳନା କରିଥିଲେ l
