You are currently viewing ବଡଗଡ ଥାନା ରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଲେ ସନ୍ଧ୍ୟାରଣି ସିଂ ।
ବଡଗଡ ଥାନା ରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଲେ ସନ୍ଧ୍ୟାରଣି ସିଂ ।

ସୋରଡ଼ା ବ୍ଲକ ଅଧିନ ବଡ଼ଗଡ଼ ଥାନାରେ ନୂଆଁ ଥାନା ଅଧିକାରୀ ଭାବେ ସୁଶ୍ରୀ ସନ୍ଧ୍ୟାରାଣୀ ସିଂ ଙ୍କ ଯୋଗଦେଇଛନ୍ତି।ବରିଷ୍ଠ ଭ।ବେ ରାଜଧାନୀ ଭୁବନେଶ୍ବରର ସହିଦ ନଗର ଥାନାରୁ ବଦଳି ପରେ ଏହି ଥାନାକୁ ଆସିଛନ୍ତି।ଗତକାଲି ଅର୍ଥାତ 27 ତାରିଖରେ ଜଏନ ପରେ ଅଞ୍ଚଳର ତଥ୍ୟ ନେଇ ଅନ୍ୟ ନିକଟସ୍ଥ କର୍ମଚାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ।ବଡ଼ଗଡ଼ ଅଞ୍ଚଳର ଜଙ୍ଗଲପର୍ବତ ଘେରା ସୁଦୀର୍ଘ ଅଞ୍ଚଳ ପାଇଁ ସୁପରିଚାଳନା ନେଇ ବେଶ ଆଶାବାଦୀ ଅଛନ୍ତି ଅଞ୍ଚଳ ବାସୀ।କିଛି ବିଶିଷ୍ଟ ବ୍ୟକ୍ତିଙ୍କ ଆଳାପ ପରେ ବହୁତ ମେଳାପ ଓ ପରୋପକାରୀ ଓ ଭଦ୍ର ଓ ନମ୍ର ସ୍ୱଭାବର ବୋଲି ଆଲୋଚନା କରିଥିଲେ।