You are currently viewing ଭାଟକୁମରଡା କ୍ରସର ରୁ ଚୋରି ଡେଟୋନେଟର ଚୋରି ଘଟଣା ରେ 7 ଜଣଙ୍କୁ ଗିରଫ କଲା
ଭାଟକୁମରଡା କ୍ରସର ରୁ ଚୋରି ଡେଟୋନେଟର ଚୋରି ଘଟଣା ରେ 7 ଜଣଙ୍କୁ ଗିରଫ କଲା

ପୁରୁଷୋତ୍ତମପୁର ପୋଲିସ
ଗତ ତା ୧୩.୧୦.୨୩ ରିଖ ରାତିରେ ଭାଟକୁମରଡା ର ଏକ କ୍ରସର୍ ଗୋଦାମରୁକିଛି ବ୍ୟକ୍ତି ଡେଟୋ ନେଟର ଚୋରି କରି ନେଇ ଯାଇଥିଲେ | କ୍ରସର ମାଲିକ ପୁରୁଷୋତ୍ତମପୁର ଥାନାରେ ଏଫଆର ଦେବାପରେ ପୋଲିସ ଘଟଣାର ତଦନ୍ତ କରି 7 ଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ଡେଟୋନେଟର ଜବତ କରାଯାଇଛି | ଆଉ ସେମାନେ ହେଲେ, 1—ରଞ୍ଜନ ପାତ୍ର, ବୟସ 30, ପିତା କୈଳାଶ ପାତ୍ର, ଗ୍ରାମ ଶିହଳା,ଥାନା ଗୋଳନ୍ଥରା, 2–ମଧୁସୂଦନ ସାହୁ,31ବର୍ଷ, ପିତା –ମୃତ ଗୋପୀନାଥ ସାହୁ, ଗ୍ରାମ ହଳ ଦିଆ ପଦର ଶୁଣ୍ଢୀ ସାହି, 3—ପି ପ୍ରଶାନ୍ତ କୁମାର ଦୋରା,32ବର୍ଷ, ପିତା –ପି ଜଗନ୍ନାଥ ଦୋରା, ଗ୍ରାମ– ଆମ୍ବ ପୁଆ, ଆଲୋକ ନଗର, 4—-ସନ୍ତୋଷ କୁମାର ସେଠୀ,34ବର୍ଷ, ପିତା –କୋରା ସେଠୀ, ଗ୍ରାମ —ଆମ୍ବ ପୁଆ ବସନ୍ତ ବିହାର 4ର୍ଥ ଲାଇନ,ଥାନା ଗୋପାଳ ପୁର, 5—ମନୋଜ କୁମାର ସାହୁ,28ବର୍ଷ, ପିତା –ମୃତ ଭଗବାନ ସାହୁ,ଗ୍ରାମ –ନୁଆଁ ଯୋଗିଆ ପଲି, ଗୁରୁଣ୍ଠି ଥାନା ବ୍ରହ୍ମପୁର ସଦର, 6—ଦିପୁ ଦାସ, 25ବର୍ଷ, ପିତା –ରବୀନ୍ଦ୍ର ଦାସ, ଗ୍ରାମ –ଖୋଡା ସିଙ୍ଗି, ଥାନା–ବୈଦ୍ୟନାଥ ପୁର,7—ସୁମନ୍ତ ଦାସ,23ବର୍ଷ, ପିତା –ବଳରାମ ଦାସ, ଗ୍ରାମ –ଜୁଗୁଡ଼ି,ପୋ –ଶିହଳା, ଥାନା –ଗୋଳନ୍ଥରା, ଏହି 7ଜଣ ସମସ୍ତେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ର, ସେମାନଙ୍କ ବିରୁଦ୍ଧରେ ପୋଲିସ କେଶ ନଂ 766 ତାରିଖ –20/10/23–ଏବଂ ଧାରା 457/380ଆଇପିସି ରେ ସେମାନଂକୁ କୋର୍ଟ ଚାଲାଣ କରା ଯାଇଛି |

ରିପୋର୍ଟ ପ୍ରସନ୍ନ କୁମାର ଦାସ