କଟକ ସଦର – 23/11/23 ଗୁରୁବାର ଦିନ ଶ୍ରୀସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସେବା ସଂଗଠନ କିଶୋରନଗର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ସମିତିର ଆବାହକ ପ୍ରଧ୍ୟାପକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା, ସେବା ସଂଯୋଜକ ଶ୍ରୀଯୁକ୍ତ ନିରଜଂନ ସେଠୀ ,ଆଧ୍ୟାତ୍ମିକ ସଂଯୋଜକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ମଲ୍ଲିକ, ଦିଲ୍ଲୀପ ବେହେରା, ସୁଶାନ୍ତ ବେହେରା, ପ୍ରଭାତ ବେହେରା, ଆଶିଷ ରାଉତ , ସୁକାନ୍ତ ଦାଶ, ସ୍ୱଗତିକା ବେହେରା, କ୍ଷମାମୟୀ ବେହେରା, ପୂର୍ଣ୍ଣିମା ବିଠ୍ , ହାଡିବନ୍ଧୁ ଦାସ,ଅଜଂଳି ବେହେରା, ତପନ ସେଠୀ, ପ୍ରମୁଖ ସହଯୋଗ କରିଥିଲେ,,

