You are currently viewing ଛତ୍ରପୁର ହେଡ୍ ପଷ୍ଟ ମାଷ୍ଟର ଙ୍କ ନେତୃତ୍ଵରେ ସୂଛତା କାର୍ଯ୍ୟକ୍ରମ
ଛତ୍ରପୁର ହେଡ୍ ପଷ୍ଟ ମାଷ୍ଟର ଙ୍କ ନେତୃତ୍ଵରେ ସୂଛତା କାର୍ଯ୍ୟକ୍ରମ

ଛତ୍ରପୁର ମୁଖ୍ୟ ଡାକଘର ପକ୍ଷରୁ ସୂଛଭାରତ ସୂଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସହରରେ ଏକ ପ୍ରଭାତ ଫେରୀ ସର୍ବେକ୍ଷଣ ଓ ଜାଗରଣ ଅଭିଯାନ ୧୬ ଠୁ ୩୦ ନଭେମ୍ବର ଥିବାବେଳେ ଆଜି ଛତ୍ରପୁର ମୁଖ୍ୟ ଡାକଘର ପକ୍ଷରୁ ସୂଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସହକାରୀ ଡାକ ଅଧିକ୍ଷକ ସଂଜୟ କୁମାର ଦରା, ପଷ୍ଟ ମାଷ୍ଟର ଲଳିତ ଚନ୍ଦ୍ର ବେହେରା , ଆସିଷ୍ଟାଡନ୍ ପଷ୍ଟ ମାଷ୍ଟର ରାମ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସୂଇଁ, ବଜାର ସବ୍ ପଷ୍ଟ ଅଫିସ୍ ମାଷ୍ଟର ସନ୍ତୋଷ କୁମାର ପାତ୍ର,ପଷ୍ଟମେନ୍ ଏନ୍ ଲିଙ୍ଗରାଜ ସେଠୀ, ହେଡ୍ ପଷ୍ଟ ମେନ୍ ରାମ ଚନ୍ଦ୍ର ପଟ୍ଟନାୟକ ସମେତ ସମସ୍ତ ଡକ କର୍ମଚାରୀ ଯଗୋ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଗୌରହରି ପଣ୍ଡା,