କୋଦଳା – କୋଦଳା ଲଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭାଗ ତରଫରୁ ରୋଷେଇ ପ୍ରଦର୍ଶନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି।ଏଥିରେ ପ୍ରତିଯୋଗୀ ଛାତ୍ର ଛାତ୍ରୀ ନିଜର ପ୍ରତିଭା କୁ ପ୍ରଦର୍ଶନ କରିଛନ୍ତି। ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼ଃ ଦତାରାମ ବିଷୋୟୀ, ,କାର୍ଯ୍ୟକ୍ରମ ଅଧିକାରୀ କାଳନ୍ଦୀ ଚରଣ ଦାଶ,ଅଧ୍ୟାପିକା ମୌସୁମୀ ମିଶ୍ର, ସାଗରିକା ମୁନି,ସରୋଜ କୁମାର ଆଚାର୍ଯ୍ୟ , ଆଦିତ୍ୟ ପ୍ରସନ୍ନ ମହାପାତ୍ର,ସ୍ବେଛାସେବୀ ଛାତ୍ର ଛାତ୍ରୀ ଏବଂ ପ୍ରତିଯୋଗୀ ଙ୍କ ସକ୍ରିୟ ସହଯୋଗ ରେ ସୂଚାରୁ ରୂପେ ଅନୁଷ୍ଠିତ ହେଇଛି। ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
