ପାଟପୁର
ଓଡ଼ିଆ ସରକାରଙ୍କ ଦ୍ଵାରା ମହାବିଦ୍ୟାଳୟ ସ୍ତରୀୟ ଯୁବ ବିକାଶ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଏଠି ନିମନ୍ତେ ପଦକ୍ଷେପ ସ୍ୱରପ କ୍ରୀଡା ପ୍ରତିଯୋଗିତା ୧୦୦ ମିଟର ଦୌଡ ପ୍ରତିଯୋଗିତା ଉଭୟ ଛାତ୍ର ଓ ଛାତ୍ରୀ ମlନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହାକୁ ଗଂଜାମ ଜିଲ୍ଲା ୧ Y D P ନୋଡାଲ ଅଫିସର୍ ନାର୍ଯୁନ ବେହେରା ଉଦ୍ଘାଟନ କରିଥିଲେ l ଏଥିରେ ମହାବିଦ୍ୟାଳୟର ଅଧକ୍ଷ ଡ. ପ୍ରକାଶ ଚନ୍ଦ୍ର ଜେନା, ଡ଼. ସନ୍ତୋଷ କୁମାର ପାଢ଼ୀ, ଶ୍ରୀ ସୁଶାନ୍ତ କୁମାର ସାହୁ, ଶ୍ରୀ ସିମlଞ୍ଚଳ ପ୍ରଧାନ,ଶ୍ରୀ ହିମାଂଶୁ ପାଢ଼ୀ, ଶ୍ରୀ ମନୋରଞ୍ଜନ ଭୂୟାଁ ଏବଂ କଲେଜ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଅନ୍ୟ ସମସ୍ତ କର୍ମ ଚାରୀ ମନ ଙ୍କ ସାହାଯ୍ୟ କ୍ରମେ ଉକ୍ତ କାର୍ଯ୍ୟ କୁ ସାହାଯ୍ୟ କରିଥିଲେ ଏଥିରେ କଙ୍କୋରଡା ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ
