ଗଞ୍ଜାମଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମର ଗୋପୀନାଥ ଉଚ୍ଚବିଦ୍ୟାଳୟ ର 5ଟି ରୂପାନ୍ତରି କରଣ ର କୋକାପିତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟନାୟକ ଙ୍କ ଭିଡିଓ କନ୍ ଫେରନସ ମାଧ୍ୟମରେ ଅନୁଷ୍ଠାନିକ ଭାବେ ଜକର ଗ୍ରାମ ପଞ୍ଚାୟତର ସରପଞ୍ଚ ମହୋଦୟା ଶ୍ରୀମତୀ ଦୀପିକା କୁମାରୀ ବାରିକ ଙ୍କ କରକମଳରେ ଉଦଘାଟନ କରାଗଲା ଉକ୍ତ କାଜ୍ୟକ୍ରମରେ ପୋଲସରା ବ୍ଲକର ସହକାରୀ ଯନ୍ତ୍ରୀ ଘନଶ୍ୟାମ ଡାକୁଆ ,କନିଷ୍ଠ ଯନ୍ତ୍ରୀ ମିନତି କୁମାରୀ ନାୟକ

R,W,S,S ର କନିଷ୍ଠ ଯନ୍ତ୍ରୀ ସ୍ୱରୂପ ତ୍ରିପାଠୀ ଓ ଜକର ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌରାଙ୍ଗ ଦଳାଇ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନିରଞ୍ଜନ ଦାସ ଏବଂ ଉଚ୍ଚପ୍ରଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ବାରିକ ,ଶିକ୍ଷକ ,ଜୟନ୍ତ କୁମାର ସ୍ବାଇଁ ସହକ୍ରମି ଵୃନ୍ଧ ଓ ଗୋପୀନାଥ ଉଚ୍ଚବିଦ୍ୟାଳୟର ସଭାପତି ଶ୍ରୀ ଧବଳେଶ୍ବର ସ୍ୱାଇଁ , ଓ ପରିଚାଳନା କମିିଟି ବୃନ୍ଦ ତତ୍ ସହିତ ଶ୍ରୀ ନବଘନ ପ୍ରଧାନ ,ରତ୍ନାକର ଗୌଡ, ସୁଧୀର ରାଉତ ,

ରାମକୃଷ୍ଣ ସ୍ୱାଇଁ ,ରବୀନ୍ଦ୍ର ସ୍ବାଇଁ ,ପ୍ରଶାନ୍ତ ପ୍ରଧାନ,କେଦାରନାଥ ନାହାକ, ଜକର ଗ୍ରାମ ପଞ୍ଚାୟତର ୱାଡ,ସଭ୍ୟ ସଭ୍ୟା,ଓ ଆଶା କ୍ରମୀ CRP, ଏବଂ ସ୍ୱାୟଂ ସହାୟଙ୍କା ଗୋଷ୍ଠୀ ର ସଭାପତି, ସମ୍ପାଦକ ,ଓ ଅନ୍ୟାନ୍ୟ କର୍ମୀ ଏବଂ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ
