You are currently viewing ପୁରୁଷୋତ୍ତମପୁର ଏନଏସି ରେ ପ୍ରକଳ୍ପ ପରିକ୍ରମା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ |
ପୁରୁଷୋତ୍ତମପୁର ଏନଏସି ରେ ପ୍ରକଳ୍ପ ପରିକ୍ରମା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ |

ପୁରୁଷୋତ୍ତମପୁର- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେଇସାରିଛି। ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ସହ ଏନଏସି ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଏବଂ ସମସ୍ତ , କାଉନ ସିଲର ଯମୁନା ବେହେରା, ଲିଙ୍ଗରାଜ ବେହେରା, ଅରୁଣ କୁମାର ଗୌଡ଼ , ଭବାନୀ ଶଙ୍କର ନାହାକ,ଭାସ୍କର ବେହେରା, କେ ପ୍ରମୋଦକୁମାର ଆଚାରୀ, ସୁଦଷ୍ଣା ବେହେରା, ସୁଜାତା ବେହେରା, ଙ୍କ ସହିତ 13 ନଂ କାଉନସିଲର ପ୍ରତିନିଧି ରଞ୍ଜନ ବେହେରା, ଏନଏସି କର୍ମଚାରୀ ସଂଗ୍ରାମ କେଶରୀ ନାୟକ, ଗୋଷ୍ଟୀ ସଂଗଠିକା ରଶ୍ମିତା ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଏବଂ ପୁରୁଷୋତ୍ତମପୁର ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଯୋଗ ଦେଇଥିଲେ | ବିଭିର୍ଣ୍ଣ ନୃତ୍ୟ ଗୀତ ର ତାଳେ ତାଳେ ଉପସ୍ଥିତ ଦର୍ଶକ ଙ୍କ ସହିତ ସ୍ୱୟଂ ସହାୟିକା ଗୋଷ୍ଠି ସଦସ୍ୟା ମାନେ ଏବଂ 14 ଗୋଟି ୱାଡ଼ ର ଜନସାଧାରଣ ଉପସ୍ଥିତ ରହିଥିଲେ | ଏହି କାର୍ଯ୍ୟକ୍ରମ ରେ ଅମୁଲ୍ୟ ଦାଶ, ଯେଇ ରାମଚନ୍ଦ୍ର ପିଙ୍ଗୁଆ, ଅସିତ କୁମାର ପାତ୍ର, ରାଜୀବ ନାୟକ, ଲକ୍ଷ୍ମୀ ନାରାୟଶ ବେହେରା, ଅସିତ ପ୍ରସାଦ ଷରଙ୍ଗୀ, ପ୍ରମୋଦ କୁମାର ମହାପାତ୍ର ରଶ୍ମି ରାଣୀ ନାହାକ, ସାଗର କୁମାର ଗୌଡ଼, ଦୀପକ କୁମାର ଗୌଡ଼, ଶ୍ରଦ୍ଧାଞ୍ଜଳୀ ନାୟକ, ହିନା ବେହେରା, ପୁଷ୍ପାଞ୍ଜଳି ମହାପାତ୍ର, ରଶ୍ମି ମହାପାତ୍ର ଯେ ପିଣ୍ଟୁ ପାତ୍ର,ବଳରାମ ପାଢ଼ୀ ଓ ସମସ୍ତ ଷ୍ଟାଫ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |