You are currently viewing ‘ମୋ ବସ ‘ ସେବା ଡ୍ରାଇଭରଙ୍କୁ ମାଡ ଥାନାରେ ଅଭିଯୋଗ ।
‘ମୋ ବସ ‘ ସେବା ଡ୍ରାଇଭରଙ୍କୁ ମାଡ ଥାନାରେ ଅଭିଯୋଗ ।

କଟକ : ‘ମୋ ବସ ‘ ସେବା ଗତକାଲି ଦିନ ପ୍ରାୟ ୪ ଘଟିକା ସମୟରେ ‘ମୋ ବସ୍’ ସେବା (ରୁଟ ନମ୍ବର ୮୩ )ଧବଳେଶ୍ବର ରୁ ୪୨ମୋଜା ଅଚଂଳ ଦେଇ ପ୍ରତ୍ୟେକ ଦିନ କନ୍ଦରପୁରକୁ ଯାତାୟତ କରେ ଗତକାଲି ପାସେଞର ନେଇକି ନୂଆପଡାସ୍ଥିତ ଘାଟକୂଳ ବଜାର ଦେଇ ୪୨ମୋଜା ଅଭିମୁଖେ ବସ୍ ଯାଉଥିବା ବେଳେ ଜୈନକ ବ୍ୟକ୍ତି ତାଙ୍କ ବସ୍ ଅଟକାଇ ଡ୍ରାଇଭର ପ୍ରକାଶ କୁମାର ଭଦ୍ର(୩୨)ଙ୍କୁ ମାଡ ମାରିଥିବା ଘଟଣାକୁ ନେଇ ମଧୁପାଟଣା ଥାନାରେ କେଶ ନମ୍ୱର ୨୭୦/୨୦୨୩ରେ ଆଜି ଲିଖିତ ଅଭିଯୋଗ ହୋଇଛି। ଏ ନେଇ ଥାନା ଅଧିକାରୀ ତୁଷାର ସେଠୀ ଘଟଣାର ଅଧିକ ତଥ୍ୟ ଜାଣିବା ପାଇଁ ତଦନ୍ତ ଚଳାଇଛନ୍ତି ବୋଲି ଜଣାପଡିଛି। ଏଥିରେ ଡ୍ରାଇଭରଙ୍କ ମୁହଁ ରେ ଆଘାତ ଲାଗିଥିବା ଜଣାପଡିଛି ।