You are currently viewing ବିଭିନ୍ନ ସ୍ଥାନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଦିବସ ପାଳନ।
ବିଭିନ୍ନ ସ୍ଥାନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଦିବସ ପାଳନ।

ଚକାପାଦ : ସମଗ୍ର ବିଶ୍ୱ ରେ ଆଜି ପ୍ରତ୍ୟକ ଅଙ୍ଗନବାଡି,ସ୍କୁଲ, କଲେଜ ତଥା ବିଭିନ୍ନ ଅନୁଷ୍ଠାନ ଗୁଡିକ ରେ ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଫୋଟ ପୂଜା କରାଯାଇ ଥିବା ବେଳେ ଶଙ୍କରାଖୋଲ ସରକାରୀ ଉଚ୍ଚ ବଦ୍ୟାଳୟ ରେ ମଧ୍ୟ ପୂଜା କରାଯାଇଥିଲା ! ଏଥିରେ ପ୍ରଧାନ ଶିକ୍ଷକ ସୌଭାଗ୍ୟ ରଞ୍ଜନ ଖମାରି ପୁଷ୍ପ ମାଲ୍ୟ ଅର୍ପଣ କରିଥିବା ବେଳେ ଶିକ୍ଷକ ରଞ୍ଜିତ କୁମାର ମଲ୍ଲିକ, ସୁରେଶନ ମଲ୍ଲିକ,ଶିକ୍ଷୟିତ୍ରୀ ରଜନା ସାହୁ, ଜୟଲକ୍ଷ୍ମୀ ବେହେରା , ଉପସ୍ଥିତ ରହି ପ୍ରାର୍ଥନା କରିବା ସହ ପିଲା ମାନଙ୍କୁ ଶିକ୍ଷକ ମାନେ ନେତାଜୀ ଙ୍କ ବିଷୟ ରେ ବୁଝାଇଥିଲେ । ଏହି ପାଳନ ଟି କୁ ପ୍ରତ୍ୟକ ବର୍ଷ ନେତାଜୀ ଙ୍କୁ ମନେପକେଇବା ପାଇଁ ପାଳନ କରାଯାଉଅଛି। ସେହିପରି ଆଜି ଦିନ ଟି କୁ ବଡ ଧୁମଧାମ୍ ରେ ନେତାଜୀ ଙ୍କ ଫୋଟ ରଖି ପାଳନ କରାଯାଇଛି ।