ବାର ସ୍ଥାନରେ ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମାତ୍ର ମହିଳା ଡାକ୍ତର ; ସମସ୍ତ 5 ବିଶେଷଜ୍ଞ ପଦବୀ ଦୁଇବର୍ଷ ହେଲା ଖାଲି, ପାଳି କରି ରୋଗୀ ଦେଖୁଛନ୍ତି ଅନ୍ୟ ମେଡିକାଲର ଆୟୁଷ ଡାକ୍ତର
ବେଲଗୁଣ୍ଠା, 10/11,ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ଡିଣ୍ଡିମ ପିଟିବା…
