ଖଲ୍ଲିକୋଟ ; 9/2 ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରୁ 10 ଥର ବିଧାୟିକା ଭାବେ ରାଜ୍ୟ ବିଧାନସଭା କୁ ନିର୍ବାଚିତ ହୋଇଥିବା ଖଲ୍ଲିକୋଟ ରାଣୀ ସ|ହେବା ଭୀ ସୁଜ୍ଞାନୀ କୁମାରୀ ଦେଓ ଅସୁସ୍ଥ ହୋଇ ଚେନ୍ନାଇ ସ୍ଥିତ ଆ ପୋ ଲ ହସ୍ପତାଳ ଚିକିଛାଧୀନ ଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ଶୁକ୍ରବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,5 ଟି ସଚିବ ଭୀ କେ ପାଣ୍ଡିଆନ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଶିଶୁ ବିକାଶ ଓ ଯୋଜନା ଓ ରୂପାୟନ ମନ୍ତ୍ରୀ ଉଷା ଦେବୀ, ବିଜେଡ଼ି ସାଙ୍ଗଠନିକ ସମ୍ପାଦଜ ତଥା ଯାଜପୁର ବୋଧୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଚେନ୍ନାଇଁ ଗ୍ରସ୍ତ କରିଥିବା ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟ _589 /9/2024 ବୋଲି ଜଣାପଡିଛି |ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି ବିଭିନ୍ନ ମହାଳରୁ ଶୁଭେଚ୍ଛା ର ସୁଅ ଛୁଟିଥିବା ଜଣାପଡିଛି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
