ଦିଗପହଣ୍ଡି : ( ରିପୋର୍ଟର ରଘୁନାଥ ନାୟକ )ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରୀ ରାମଜୀ ଡିଗ୍ରୀ ମହାବିଦ୍ୟାଳୟ ଭୀଷ୍ମ ଗିରି ରେ ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ଵାରା କୃଷି କ୍ଷେତ୍ର ରେ ଜୈବ ପ୍ରଯୁକ୍ତି ବିଜ୍ଞାନ ର ଭୂମିକା ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି ,ଏଥିରେ ସ୍ନାତକ ଅଧ୍ୟକ୍ଷ ଶ୍ରୀ ନିହାର ରଞ୍ଜନ କର ସଭାପତିତ୍ବ କରିଥିଲେ,ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀ ଦେବଦତ୍ତ ପଣ୍ଡା ,ପ୍ରାଣୀ ବିଜ୍ଞାନ ଡେମନ ଷ୍ଟ ଟର ନୀଲମ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ, ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସନ୍ଦର୍ଭ ପାଠ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ପଠନ କରାଯାଇଥିଲା . ଶେଷ ରେ ଉଦ୍ଭିଦ ବିଜ୍ଞାନ ଶେଷ ବର୍ଷ ଛାତ୍ରୀ ସୋନାଲି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

ରିପୋର୍ଟର : ରଘୁନାଥ ନାୟକ
