ଭାରତୀୟ ବିକାଶ ପରିଷଦ ପକ୍ଷରୁ ନିର୍ବାଚନ କୁ ସ୍ୱଚ୍ଛ କରିବା ପାଇଁ ସାମ୍ୱାଦିକ ସମ୍ମିଳନୀ

ଭୁବନେଶ୍ବର ୧୫/୨ ଭାରତୀୟ ବିକାଶ ପରିଷଦ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମିଳନୀକୁ ଉଦବୋଧନ ଦେଇ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଲେ ଯେ ଓଡ଼ିଶାରେ ଆଗାମୀ 2024 ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ତା 8.11.23 ରେ ନିର୍ବାଚନ କମିଶନ, ଗୃହମନ୍ତ୍ରଣାଳୟ ଓ ଆଇନ ମନ୍ତ୍ରଣାଳୟ ଙ୍କ ଠାରେ ନିମ୍ନ ମୋତେ ଦାବି କରାଯାଇଥିଲା ଯେ ତୁରନ୍ତ ଆଗାମୀ 2024 ନିର୍ବାଚନରେ ଓଡିଶା ପୋଲିସ ପରିବର୍ତ୍ତେ କେନ୍ଦ୍ରୀୟ ବଳୀୟ ନିୟଜିତ ସହିତ ଅନ୍ୟ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ପ୍ରୀସାଇଡିଙ୍ଗ ଓ ପୋଲିଙ୍ଗ ଅଫିସର ନିଯୁକ୍ତି ଦିଆଯାର କିନ୍ତୁ ତା 05.01.24 ଠାରୁ ଗୃହ ଓ ଆଇନ ବିଭାଗ କେନ୍ଦ୍ର ସରକାର ନିର୍ବାଚନ କମିଶନ ଙ୍କୁ କେନ୍ଦ୍ରୀୟ ବଳ ନିଯୁକ୍ତି ପାଇଁ ଲେଖୁଲେ ମଧ୍ଯ ଦୀର୍ଘ 40 ଦିନ ହେଲା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ତେଣୁ 15 ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ

ଭାରତୀୟ ବିକାଶ ପରିଷଦ କୋର୍ଟ ଆଶ୍ରୟ ନେବା ପାଇଁ ବାଧ୍ଯ ହେବ ।ଗତ ଚାରିଗୋଟି ସାଧାରଣ ନିର୍ବାଚନ ଯଥା 2004, 2009,2014 ଏବଂ 2019 ପର୍ଯ୍ୟାଲୋଚନା ରୁ ଜଣାଯାଏ ଓଡ଼ିଶାର 30 ଗୋଟି ଜିଲ୍ଲାର ଜିଲ୍ଲାପାଳ ମାଳେ ଶାସକ ବିଜୁ ଜନତା ଦଳର ଜିଲ୍ଲାସଭାପତି ଓ ସୁପେରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ ମାନେ ଜିଲ୍ଲା ଉପସଭାପତି ଭାବେ ରାଜନୈତିକ କାର୍ଯ୍ୟରେ ସଂଶ୍ଲିଷ୍ଟ ରହି ଦଳୀୟ ବ୍ୟାପାଗରରେ ଜଢିତ ହେଇ ଦଳୀୟ ପାଣ୍ଠି ଜମି ମାଫିଆ ମଦ ମାଫିଆ, ବାଲି ମାଫିଆ ଖଣି ମାପିଆ ଙ୍କ ଠାରୁ ଆଦାୟ କରି ଯୋଗାଇ ଆସୁଛନ୍ତି, ତତସହିତ ଦଳୀୟ ବିଧାୟକ ଓ ସାଂସଦ ଟିକଟ ନାମ ସୁପାରିଶ କରି ପ୍ରସ୍ତାବିତ ପ୍ରାଥୀ ଠାରୁ ମଧ୍ଯ ମୋଟା ଅଙ୍କର ଟଙ୍କା ଆଦାୟ କରି sri ଭି କେ ପାଣ୍ଡିଆନ ବ୍ୟକ୍ତିଗତ ସଚିବ ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଜରିଆରେ ଦେଉଛନ୍ତି।କେବଳ ସେତିକି ନୁହଁ ପୋଲିସ ର ସରକାରୀ ଗାଡି ଓ ଆମ୍ବୁଲାନ୍ସ ଜରିଆରେ ପ୍ରତିଦ୍ଵନ୍ଦିତା କରୁଥିବା ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ ମାନଂକୁ ଦଳୀୟ ପାଣ୍ଠି ଯୋଗାଣ କରୁଛନ୍ତି କାରଣ ଉପରୀନ୍ତ ଦୁଇଗୋଟି ଗାଢି ନର୍ବାଚନ ବେଳେ ଗାଢି ଯାଞ୍ଚ ପୋଲିସ ମାନେ ତନଖ୍ କରିପାରିବେ ନାହିଁ ।ସେହିପରି ଭୋଟ ଦାନ ଦିବସର ପୂର୍ବ ରାତ୍ରିରେ ପୋଲିସ ଙ୍କ ଉପସ୍ଥିତିରେ ଭୋଟର ମାନଂକୁ ବିଜେଡି ପ୍ରାଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଟଙ୍କା ବଣ୍ଟନ କରୁଛନ୍ତି ଅନ୍ୟ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଟଙ୍କା ବଣ୍ଟନ କରାଇଦେବା ସୁଯୋଗ ଦେଉନାହାନ୍ତି ଯାହାଫଳରେ ବିଜେଡି ଦଳର ପ୍ରାର୍ଥୀ ବିଜୟୀ ଲାଭ କରୁଛନ୍ତି ।ତତ ସହିତ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ ପି ମାନଙ୍କ ମୌକ ନିର୍ଦେଶରେ ବିଜେଡି ର ଗୁଣ୍ଡା ଶ୍ରେଣୀୟ କର୍ମକର୍ରାଙ୍କ ଦ୍ବାରା ଭୋଟ ରାଗିଙ୍ଗ ଓ ବୁଥ କ୍ୟାପଚୁରିଙ୍ଗ ରେ ମଧ୍ୟ କରୁଛନ୍ତି ।


ଅନ୍ୟ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଟଙ୍କା ବାଣ୍ଟିବାପାଇଁ ସୁଯୋଗ ଦେଉନାହାନ୍ତି କାରଣ ଭି କେ ପାଣ୍ଡିଆନ ନାମକ las ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ହସ୍ତକ୍ଷେପରେ କରୁଥିଲା ।ବର୍ତମାନ ସେ ଚାକିରିରୁ ଇସ୍ତଫା ଦେଇ 5T ଚେୟାରମ୍ୟାନ ରୂପେ ବେନିୟମ ନିଯୁକ୍ତି ସହିତ କେବିନେଟ ମର୍ଯ୍ୟାଦା ଦିଆଯାଇଛି, ତେଣୁ ଆଗାମୀ ନିର୍ବାଚନ ରେ ପୂର୍ବ ନିର୍ବାଚନ ଠାରୁ ଅଧ‌ିକ ପୋଲିସ ଓ ଜିଲ୍ଲାପ୍ରସସାନ ହସ୍ତକ୍ଷେପ ହେବା