ତା-0୮/0୩/ ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ ନିକଟସ୍ଥ ରାଜଦୀପ ଢ଼ାବା ନିଟରେ କଳା ପଲସର ରେ ଚାରିଜଣ ସଵାରୀ ଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଜଣକର ସ୍ଫଟ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତ୍ୱରଙ୍କୁ ପୁରୁଷୋତ୍ତମପୁର ମେଡିକାଲର 108 ଗାଡି ସାହାଯ୍ୟରେ ପୁରୁଷୋତ୍ତମପୁର ମେଡିକାଲ ଭର୍ତି କରାଯାଇ ଚିକିଛା କରା ଯାଇଛି l ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଶବ ସହିତ ପଲସରକୁ ଜବତ କରିଥିବା ଜଣାପଡିଚି l ସମସ୍ତଙ୍କ ଘର ପୁରୁଷୋତ୍ତମପୁର ଏନଏସି ଅଞ୍ଚଳର କାଲୁଆ ପଦର ବାଉରୀ ସାହିର ବୋଲି ଜଣାପଡିଚି l ଗୁରୁତ୍ୱର ରବି ଦାସ, ଜୀବନ ଦାସ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ 108 ରେ ବ୍ରହ୍ମପୁର ରେଫରୀ କରାଯାଇଛି l ମୃତ୍ୟୁ ଶିବୁ ଦାସ ବୟଷ 20 , ଗୁରୁତ୍ୱର ରବି ଦାସ ବୟଷ 25 ଜୀବନ ଦାସ ବୟସ 18 ଗୁରୁତ୍ୱର ଉଭୟେଙ୍କୁ ବ୍ରହ୍ମପୁର ରେଫରୀ କରାଯାଇଛି | ପୋଲିସ ତଦନ୍ତ ପରେ ପ୍ରକୃତ ଦୁର୍ଘଟଣା ର ଘଟଣା ଜଣା ପଡିବ |
ରିପୋର୍ଟ ପ୍ରସନ୍ନ କୁମାର ଦାସ
