You are currently viewing ତୃତୀୟ ଥର ପାଇଁ ଶପଥ ନେଲେ ନରେନ୍ଦ୍ର ଦାମୋଦର ଦାସ ମୋଦି
ତୃତୀୟ ଥର ପାଇଁ ଶପଥ ନେଲେ ନରେନ୍ଦ୍ର ଦାମୋଦର ଦାସ ମୋଦି

ନୂଆଦିଲ୍ଲୀ: (ରଘୁନାଥ ନାୟକ) ଭାରତର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେଲେ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ ୨୪ ବର୍ଷ ମଧ୍ୟରେ ମୋଦି ସପ୍ତମ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ମୋଦି ମୁଖ୍ୟମନ୍ତ୍ରୀ ଭାବେ ଚତୁର୍ଥ ଥର ଓ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେଇଛନ୍ତି ମୋଦିଙ୍କ ନୂଆ ଟିମ୍ ରେ ରହିଛନ୍ତି ୭୨ ଜଣ ମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜନାଥ ସିଂହ, ଅମିତ ଶାହା, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ, ଜେପି ନଡ୍ଡା, ଏସ୍ ଜୟଶଙ୍କର, ମନୋହରଲାଲ ଖଟ୍ଟର, ଏଚଡି କୁମାରସ୍ବାମୀ, ରାଜୀବ ରଞ୍ଜନ ସିଂ, ପୀୟୂଷ ଗୋୟଲ, ଜିତନରାମ ମାଂଝୀ ଓ ଅନ୍ୟ ମାନେ ଶପଥ ଗ୍ରହଣ କରିଥିଲେ