You are currently viewing ମାନ୍ୟବର ଅର୍ଥ ମନ୍ତ୍ରୀ ନିରଞ୍ଜନ ପରିଡାଙ୍କ ଦ୍ଵାରା ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ ମଲ୍ଲିକ ସମ୍ବର୍ଦ୍ଧିତ ।
ମାନ୍ୟବର ଅର୍ଥ ମନ୍ତ୍ରୀ ନିରଞ୍ଜନ ପରିଡାଙ୍କ ଦ୍ଵାରା ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ ମଲ୍ଲିକ ସମ୍ବର୍ଦ୍ଧିତ ।

କଟକ : ୭୪ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ବାରବାଟୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମାନ୍ୟବର ଅର୍ଥ ମନ୍ତ୍ରୀ ନିରଞ୍ଜନ ପରିଡା,ସମ୍ମାନସ୍ପଦ ଜିଲ୍ଲାପାଳ କଟକ ଭବାନୀ ଶଙ୍କର ଚଇନୀ ଏବଂ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ଉପସ୍ଥିତିରେ ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ ମଲ୍ଲିକଙ୍କୁ ଉଲ୍ଲେଖନୀୟ କୃତିତ୍ୱ ନେଇ “ବରିଷ୍ଠ ଫଟୋ ସାମ୍ବାଦିକ ସମ୍ମାନ – ୨୦୨୩” ପ୍ରଦାନ କରାଯାଇଛି ।ଉଲ୍ଲେଖଯୋଗ୍ୟ ଫଟୋ ସାମ୍ବାଦିକ ସରୋଜ ମଲ୍ଲିକ ସାମ୍ବାଦିକତା କ୍ଷେତ୍ରରେ ଅଗାଧ୍ୟ ପାଣ୍ଡିତ୍ୟ ନେଇ ଏବଂ ଜଣେ ଆଦର୍ଶ ମଣିଷ ଭାବେ ସମ୍ବର୍ଦ୍ଧିତ ବହୁ ସଙ୍ଗଠନ ଦ୍ଵାରା ସମ୍ବର୍ଦ୍ଧିତ ।