ମୋବାଇଲ୍ ଆପ୍ ଜରିଆରେ ଘରେ ବସି ଗ୍ରାହକ ପାଇବେ ରୁଚି ମସଲା ଦୀର୍ଘ ୪୯ ବର୍ଷ ଧରି ଖାଦ୍ୟପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଏକନମ୍ବର ମସଲା ବ୍ରାଣ୍ଡ ଭାବରେ ପରିଚିତ ଗୁଡି ଗୁଜରାଜନ ତାର ଗ୍ରାହକମାନଙ୍କୁ ଗୁଡି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଯୋଜନାରେ ଗୋଟିଏ ମୂଲ୍ୟବାନ କାର ଓ ୫ଟି ଇ-ସ୍କୁଟର ଉପହାର ପ୍ରଦାନ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଆଜି ଆୟୋଜିତ ଉତ୍ସବରେ ଗୁଡି ମସଲା ପକ୍ଷରୁ ଅନୁଗୋଳ ସହରର ସାନୁ ବେହେରାଙ୍କୁ ପ୍ରଥମ ପୁରସ୍କାର ଭାବେ ମାରୁଡି ସ୍ଟିପ୍ଟ କାର ଏବଂ କେନ୍ଦୁଝର ଜିଲ୍ଲା ବଡ଼ବିଲ୍ର ଇନ୍ଦୁମତୀ ସାହୁ, ବାଲେଶ୍ଵର ଜିଲ୍ଲା ସୋରର ତିଳୋ ମା ନାୟକ ମୟୂରଭଞ୍ଜ ଜିଲ୍ଲା ବି.ଶାଇର ବାବୁଲା ପାତ୍ର ବ୍ରହ୍ମପୁରର ବୈଷ୍ଣବୀ ସାମନ୍ତରା ରାୟଗଡ଼ାର ବାର୍ଥଲୋମି ସେନାପତିଙ୍କୁ ନ-ସ୍ଫୁଟର ପ୍ରଦାନ କରାଯାଇଛି ରୁଚିର ଏହି ବଡ଼ ଉପହାର ସେମାନଙ୍କ ପାଇଁ ସବୁବେଳେ ଅଭୁଲା ଓ ସ୍ମରଣୀୟ ହୋଇ ରହିବ ବୋଲି ବିଜେତାମାନେ କହିଥିଲେ ରୁଚି ମସଲାର ୧୨ଟି ସାମଗ୍ରୀ କିଣିଥିବା ଗ୍ରାହକମାନଙ୍କ ପାଇଁ ଏହି ଅଫର ଯୋଜନା ରହିଥିଲା ଏହା ସହିତ ଗ୍ରାହକମାନଙ୍କୁ ପ୍ରତି ମାସରେ ସ୍ଵର୍ଶ ରୌପ୍ୟମୁଦ୍ରା ଓ ସ୍ମାର୍ଟ ୱାନ୍ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା ଓଡ଼ିଶାର ଏକନମ୍ବର ମସଲା ବ୍ରାଣ୍ଡ ଭାବେ ଅଶେଷ ଲୋକପ୍ରିୟତା ଅର୍ଜନ କରିଥିବା ରୁଚି ଉଦ୍ୟୋଗ ୪୯ ବର୍ଷର ଯାତ୍ରା ମଧ୍ୟରେ କୋଟିକୋଟି ଗ୍ରାହକମାନଙ୍କର ବିଶ୍ଵାସନୀୟତାକୁ ପାଥେୟ କରି ସଫଳତା ପାଉଛି ବୋଲି କହିଥିଲେ ବିଶିଷ୍ଟ ଉଦ୍ୟୋଗୀ ତଥା ରୁଚି ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ

