You are currently viewing ଗୋପାଳ ସମାଜର ନୃତନ କର୍ମ କର୍ତ୍ତା ଚୟନ
ଗୋପାଳ ସମାଜର ନୃତନ କର୍ମ କର୍ତ୍ତା ଚୟନ

ପୋଲସରା /05/07/2024/ ରତ୍ନାକର ଗୌଡ ଆଠଗଡ଼ ତାଳୁକା ଅଧୀନ ଅହୁଲ ପୋଲି ଗୋପାଳ ସମାଜ କୁଳ ଗୃହ ଠାରେ ଶ୍ରୀ ମୋହିନୀ ମୋହନ ମହାକୁଡ଼ ଙ୍କ ସଭାପତିତ୍ୟୁରେ ଗୋପାଳ ସମାଜର ଆଠଗଡ଼ ତାଳୁକା ଭିତିରି ମୁଠାର ନୃତନ କର୍ମ କର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଅଛି ସଭାପତି ଭାବେ ନିରଞ୍ଜନ ଗୌଡ ମନୋନୀତ ହୋଇଥିବା ବେଳେ ଉପସଭାପତି ନିକାନ୍ତ ଗୌଡ ସମ୍ପାଦକ ରମେଶ ଚନ୍ଦ୍ର ଗୌଡ ସହସମ୍ପାଦକ ସନ୍ତୋଷ ଗୌଡ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ଗୌଡ ଉପଦେଷ୍ଟା ବୈରାଗୀ ଗୌଡ ,ମାର୍ଗଦର୍ଶକ ଧୋବା ଗୌଡ ,ଗଣେଶ ଗୌଡ,ଯାଞ୍ଚ କମିନ୍ତି ପଞ୍ଚୁ ଗୌଡ, ସୂର୍ଯ୍ୟ ନାରାୟଣ ଗୌଡ,ଲକ୍ଷ୍ମୀ ନାରାୟଣ ଗୌଡ, କୃଷ୍ଣ ଚନ୍ଦ୍ର ଗୌଡ ,ରଞ୍ଜନ ଗୌଡ,ମୁଠା ସଭ୍ୟ ,ନାରାୟଣ ଗୌଡ,ଚନ୍ଦ୍ରଶେଖର ଗୌଡ,ବିଧନୀ ଗୌଡ,ଚନ୍ଦ୍ର ଗୌଡ, ଦ୍ଵିତି କୃଷ୍ଣ ଗୌଡ,ରତ୍ନାକର ଗୌଡ,କୁରେଶ ଗୌଡ,ନାରାୟଣ ଗୌଡ,ପତ୍ର ବା ହାକ,କୃଷ୍ଣ ଚନ୍ଦ୍ର ଗୌଡ,
ପ୍ରମୁଖ ସରବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ,ଷୋହଳ ଖଣ୍ଡ ଗୋପାଳ ସମାଜ ଆଠଗଡ଼ ତାଳୁକା ସଭାପତି ଶ୍ରୀ ମୋହିନୀ ମୋହନ ମହାକୁଡ଼ ରୀଙ୍କୁ ଗୌଡ ,ନାରାୟଣ ଗୌଡ, ବହୁ ସକ୍ଷ୍ୟରେ ସଭ୍ୟ ଉପସ୍ଥିତ ଥିଲେ