You are currently viewing ବଜରଙ୍ଗ ଦଳ ପକ୍ଷରୁ ବନ ମହୋତ୍ସବ ପାଲିତ ।
ବଜରଙ୍ଗ ଦଳ ପକ୍ଷରୁ ବନ ମହୋତ୍ସବ ପାଲିତ ।

କଟକ : ବଜରଙ୍ଗ ଦଳ ମଣିଜଙ୍ଗ ଶାଖା ପକ୍ଷରୁ କିଶନନଗର ଥାନା ମଣିଜଙ୍ଗ ପଞ୍ଚାୟତ ଉପକଣ୍ଠ ଚିତ୍ରୋତ୍ପଳା ନଦୀ ପଠାରେ ୭୫ ତମ ବନ ମହୋତ୍ସବ ସପ୍ତାହ ପଳାନ ଅବସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯିବା ସହ ଏହାର ଜାଲି ବ୍ୟବସ୍ଥା କରି ଏହାର ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା । ଏହି ପରିବେଶ ସୁରକ୍ଷା ଅଭିଯାନରେ ଅଞ୍ଜନ ମଦେଲି, ଇଂ.ରାଜେଶ୍ୱର ସାହୁ,ବିନୋଦ କୁମାର ସାହୁ,ପରେଶ ସାହୁ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତଥିଲେ ।