You are currently viewing ରୋଗୀ ଙ୍କୁ ଶକ୍ତି ବର୍ଧକ ପାନୀୟ ବଣ୍ଟନ,
ରୋଗୀ ଙ୍କୁ ଶକ୍ତି ବର୍ଧକ ପାନୀୟ ବଣ୍ଟନ,

ଖଲ୍ଲିକୋଟ ଜୀବନ ଜ୍ୟୋତି ସେବା ସମିତି ତରଫରୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ରୋଗୀ ମାନଙ୍କୁ ଡ଼ାବର କମ୍ପାନୀ ଦ୍ବାରା ପ୍ରସ୍ତୁତ ଶକ୍ତିବର୍ଦ୍ଧକ ପାନୀୟ Real Lichi Juice ବଣ୍ଟନ କରାଯାଇଥିଲା। ଉକ୍ତ ପାନୀୟ ବଣ୍ଟନ ଅବସରରେ ଚିକିତ୍ସା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଗନ୍ତାୟତ, ସମେତ ଜୀବନ ଜ୍ୟୋତି ସେବା ସମିତି ର ସଭାପତି ବୁଲୁ ଗୌଡ, ସମ୍ପାଦକ ଅଶୋକ କୁମାର ଦଳାଇ, ସଦସ୍ୟ ବାପୁନି ରାଉତ, ଦୀପକ ପାହନ, ପୂର୍ଣ୍ଣ ପାହନ, ସମାଜସେବୀ D ଜଗଦୀଶ ଦୋରା, ଖଲ୍ଲିକୋଟ ବ୍ଲକ ପୁର୍ବତନ ସଭାପତି ତଥା ଆଇନଜୀବୀ ମେଘନାଦ ଦଳାଇ, ନାଇକାଣିପଲି ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ