You are currently viewing ସଂଗ୍ରାମୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ।
ସଂଗ୍ରାମୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ।

କଟକ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଶ୍ରୀରାମଚନ୍ଦ୍ରପୁର ସାକ୍ଷୀଗୋପାଳ ଗ୍ରାମର ତଥା ଦେଶର ଗର୍ବ ଓ ଗୌରବ ପଣ୍ଡିତ ନୀଳକଣ୍ଠ ଦାସ, ଯେକି ଅସହୋଜୋଗ ଆନ୍ଦୋଳନରେ ଯୋଗଦେଇ ଜେଲ୍ ଯାଇଥିଲେ । ସେ ଥିଲେ ଜଣେ ବାଗ୍ମୀ ପଣ୍ଡିତ, ଆଦର୍ଶ ଶିକ୍ଷାବିତ୍, ସଙ୍ଗଠକ,ସାହିତ୍ୟିକ ଓ କବି । ସାହିତ୍ୟ ଏକାଡେମୀରୁ ସେ ୧୯୫୦ ରେ ପଦ୍ମଭୂଷଣ ଉପାଧି ପାଇଥିଲେ । ତାଙ୍କର କଳାକୃତିକୁ ସ୍ମରଣ କରି କଟକ ସଦର ୪୨ ମୌଜାର ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି ।