You are currently viewing ଗ୍ରାମ ପଞ୍ଚାୟତବେହେଡା ଠାରେ ଶୁଭଦ୍ରା ଯଜନା ସଚେତନତା ରଥ ର ଶୁଭାରମ୍ଭ
ଗ୍ରାମ ପଞ୍ଚାୟତବେହେଡା ଠାରେ ଶୁଭଦ୍ରା ଯଜନା ସଚେତନତା ରଥ ର ଶୁଭାରମ୍ଭ

ଉମରକୋଟ (ଲାଲଧର ଦୁର୍ଗା )ତା 11/09/2024ରିଖ ବୁଧବାର ଦିନ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର ବେହେଡା ଗ୍ରାମପଞ୍ଚାୟତ ଠାରେ ଶୁଭଦ୍ରା ରଥ ଶୁଭରମ୍ଭ ହଇଛି ମହିଳାମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖାଦେଇଛି ଏବଂ ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ହଇଛି ଏହାର ସଫଳ ରୂପାୟନ ପାଇଁ ବିଶେଷ ପ୍ରଚାର ପ୍ରସାର ଓ ସଚେତନତା ପାଇଁ ଶୁଭଦ୍ରା ରଥ ଆଜି ବେହେଡା ଗ୍ରାମ ପଞ୍ଚାୟତ ରେ ଆସିଥିବା ଦେଖିବାକୁ ମିଳିଛି, ବେହେଡା P E O ସପନ ସରକାର ଏବଂ ବେହେଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ମତୀ ପ୍ରମିଳା ଗଣ୍ଡ ଓ ସମିତି ସଭ୍ୟା ଶ୍ରୀମତୀ ଜୟମନି ଗଣ୍ଡ ବେହେଡା ଗ୍ରାମ ପଞ୍ଚାୟତ ର ସମସ୍ତମେମ୍ଭର ଅଗନୱାଡି ସି ଆରପି ଆଶା ପ୍ରାଣୀ ମିତ୍ର କୁର୍ଷି ମିତ୍ର ସମସ୍ତେ ଉପସ୍ଥିତ ଥାଇ ଶୁଭଦ୍ରା ରଥ କୁ ସ୍ୱାଗତ କରିଥିଲେ ଉମରକୋଟ ରୁ ଲାଲଧର ଦୁର୍ଗା ଙ୍କ ରିପୋର୍ଟ