You are currently viewing ପୁରୁଷୋତ୍ତମପୁର ବ୍ଲକ ପରିସରରେ ସୁଭଦ୍ରା ରଥକୁ ସ୍ୱାଗତ କଲେ ବିଡ଼ିଓ, ସିଡିପିଓ ଅନ୍ୟ ମାନେ
ପୁରୁଷୋତ୍ତମପୁର ବ୍ଲକ ପରିସରରେ ସୁଭଦ୍ରା ରଥକୁ ସ୍ୱାଗତ କଲେ ବିଡ଼ିଓ, ସିଡିପିଓ ଅନ୍ୟ ମାନେ

ପୁରୁଷୋତ୍ତମପୁର ବ୍ଲକ ରେ ରାଜ୍ୟ ସରକାର ଙ୍କ ସୁଭଦ୍ରା ଯୋଜନା ସଚେତନତା ରଥ ପହଞ୍ଚିବା ପରେ ଉପସ୍ଥିତ ମହିଳା ମାନେ ଓ ବିଡ଼ିଓ ମନୋଜ କୁମାର ନାୟକ, ବ୍ଲକ ଅଧକ୍ଷା ପିଙ୍କି ବେହେରା, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ , ବିଜ୍ଞାପିତ ଅଞ୍ଚଳ ର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନା, ବ୍ଲକ ଉପାଧକ୍ଷ ପ୍ରତିନିଧି ଲିଙ୍ଗରାଜ ବେହେରା, ଙ୍କ ସହିତ ବ୍ଲକ ଷ୍ଟାଫ, ଓ ସମନ୍ୱିତ ବିଭାଗ ଷ୍ଟାଫ, କିଛି ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ଏନଏସି ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, ତାପସ ବେହେରା, ସୁଦର୍ଶନ ବେହେରା, ପ୍ରତାପୁର ଦାଶ ବେହେରା, ବିଜେପି ନେତା ସନ୍ତୋଷ ପାଣ୍ଡା ,ଓ 300 ସହରୁ ଅଧିକ ମହିଳା ଏହି ରଥକୁ ସ୍ୱାଗତ ପାଇଁ ଝୋଟି ମୁରୁଜ ପକାଇ, ଦୀପ ଲଗାଇ, ହୁଳହୁଳି, ଦେଇ ରଥ ଉପରକୁ ଫୁଲ ପକାଇ ବନ୍ଦାପନା କରିଥିଲେ | ଏହି ରଥ ପୁରୁଷୋତ୍ତମପୁର ବ୍ଲକ ରେ ଚାରିଦିନ ଅର୍ଥାତ 17 ତାରିଖ ପର୍ଯ୍ୟନ୍ତ ସବୁ ପଞ୍ଚାୟତ କୁ ଯାଇ ପରିଭ୍ରମାଣ କରିବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି

ରିପୋର୍ଟ ପ୍ରସନ୍ନ ଦାସ|