ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରେଗିଡି ଛଜ ଠାରେ ଥିବା କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଏଡସ୍ ଦିବସ ପାଳନ ହୋଇଯାଇଛି। ଏହି ଏଡସ୍ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନେ ଏମ କେ ସି ଜି ମେଡିକାଲ ର ବିଭିନ୍ନ ୱାର୍ଡ ରେ ଲୋକ ମାନଙ୍କୁ ସଚେତନ ପ୍ରଦାନ କରିଥିଲେ ଏବଂ ଏମ କେ ସି ଜି ପରିସର ରେ ରାଲି କରି ଲୋକ ମାନଙ୍କୁ ସଚେତନ ପ୍ରଦାନ କରିଥିଲେ। ଏହି ଦିବସ ରେ ମହାବିଦ୍ୟାଳ ୟ ର ଅଧ୍ୟକ୍ଷା ପ୍ରଫେସର ସୁଜାତା ଶତପଥୀ, ନିର୍ଦ୍ଦେଶକ ଇଁ ସୁମନ କୁମାର ସେନାପତି ପରିଚାଳନା ସମ୍ପାଦକ ଡ଼ଃ ଯଜ୍ଞ ନାରାୟଣ ଦାସ ଓ ଅନ୍ୟ ସମସ୍ତ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ। ଏଡସ୍ ଦିବସ ଟି ଅତି ଶୃଙ୍ଖଳିତ ଏବଂ ନିରଳ ଭାବରେ ପରିଚାଳିତ ହୋଇ ଶେଷ ହୋଇଯାଇଥିଲା। ରିପୋର୍ଟ ପ୍ରସନ୍ନ କୁମାର ଦାସ

