ପୋଲସରା 02/11/2024 (ରତ୍ନାକର ଗୌଡ) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ର ନୃତନ ତହସିଲଦାର ଭାବେ ଦିପ୍ତିମୟୀ ପାତ୍ର ନଭେମ୍ବର 02ତାରିଖ ଦିନ ଯୋଗ ଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରୁବରୁ ସେ ପଦ୍ମପୁର ତହସିଲଦାର ଭାବେ କାଜ୍ୟ କରୁଥିଲେ ପୋଲସରର ପ୍ରୁର୍ବତନ ତହସିଲଦାର ରୁବୀ ବେହେରା ଏ ଠାରୁ ବଦଳି ହୋଇ ଭୁବନେଶ୍ୱର ବି ଏମ୍ ସି କାର୍ଯ୍ୟାଳୟରେ ଯୋଗଦେଇଛନ୍ତି ପ୍ରୁର୍ବତନ ତହସିଲଦାରଙ୍କ ବଦଳିପରେ ପୋଲସରା ତହସିଲି ଦାର ଦାୟିତ୍ଵ ପୋଲସରା ବିଡିଓ
କୁରେଶ ଚନ୍ଦ୍ର ଜାନି ଗ୍ରହଣ କରିଥିଲେ ନୃତନ ତହସିଲଦାର ଦିପ୍ତିମୟି ପାତ୍ର ତହସିଲିଦାର ଦାୟିତ୍ଵ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ନୃତନ ତହସିଲିଦାର ଡିପ୍ତିମୟୀ ପାତ୍ର ଙ୍କୁ ପୋଲସରା ତାହସିଲୀ ଅଫିସ କର୍ମଚାରି ଓ ଅନ୍ୟାନ୍ୟ ମାନ୍ୟ ଗଣ୍ୟ ବୃନ୍ଧ ପୁଷ୍ପ ଗୁଛ ପ୍ରଦାନ କରି ଶୁଭେଚ୍ଛା ପଭିନନ୍ଧନ ଜଣାଇଥିଲେ
