You are currently viewing କଟକ ସଦର ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ୪୨ ମୌଜା ବନ୍ତେଶ୍ୱର ମହାଦେବ ପୀଠରେ ପୂଜାର୍ଚ୍ଚନା ,
କଟକ ସଦର ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ୪୨ ମୌଜା ବନ୍ତେଶ୍ୱର ମହାଦେବ ପୀଠରେ ପୂଜାର୍ଚ୍ଚନା ,

କଟକ : ପବିତ୍ର ଦେବ ଦୀପାବଳି ଅବସରରେ କଟକ ସଦର ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ୪୨ ମୌଜା ବନ୍ତେଶ୍ୱର ମହାଦେବ ପୀଠରେ ସମସ୍ତଙ୍କର ମଙ୍ଗଳ କାମନା କରି ଦୀପ ଦାନ କରାଯାଇଛି l ଉକ୍ତ ଦୀପ ଦାନ ଭଳି ମାଙ୍ଗଳିକ କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ବରେଣ୍ୟ ସଭାପତି ସଙ୍ଗଠକ ଇଂ.ଅଶୋକ ବିଶ୍ୱାଳ, ଶିକ୍ଷାବିତ୍ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର,ନାରୀନେତ୍ରୀ ସୁମିତା ଦେବତା,ସମାଜସେବୀ ପ୍ରଭାତ କୁମାର ଖଟୁଆ,ବିଷ୍ଣୁ ଚରଣ ଦେବତା,ବେଣ୍ଟକାର ପଞ୍ଚାୟତ ସମିତିସଭ୍ୟ ବିନୋଦ ବିହାରୀ ବେହେରା,ଶିକ୍ଷକ ରତ୍ନ ଅଭୟ କୁମାର ଦାସ,ବୈକୁଣ୍ଠ ବିଶ୍ୱାଳ, ଶିକ୍ଷକ ସନ୍ତୋଷ କୁମାର ଭୋଇ, ଉଦ୍ୟୋଗୀ ଯୁବକ ଚିତ୍ତ ରଂଜନ ବିଶ୍ୱାଳ,ବ୍ୟାସ ଅକ୍ଷୟ କୁମାର ବିଶ୍ୱାଳ ଓ ଅନୁଷ୍ଠାନ ସମ୍ପାଦକ ରୁଦ୍ର ନାରାୟଣ ଦାସ ପ୍ରଭୃତି ଉପସ୍ଥିତ ଥିଲେ ।