You are currently viewing ନିଖିଳ ଓଡିଶା ଆଇନଜୀବି ସଂଘର ଅଧିବେଶନ କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଙ୍କୁ
ନିଖିଳ ଓଡିଶା ଆଇନଜୀବି ସଂଘର ଅଧିବେଶନ କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଙ୍କୁ

ବ୍ରହ୍ମପୁର – ଆଗାମୀ ଡିସେମ୍ବର 29,30 ତାରିଖ 2ଦିନ ଧରି ନିଖିଳ ଓଡିଶା ଆଇନଜୀବି ସଂଘର ଅଧିବେଶନ ଅଭିବ୍ୟକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି ଠାରେ ହେବା କୁ ଥିବା ଅବସରରେ, 30ଗୋଟି ଓକିଲ ସଂଘର କର୍ମକର୍ତ୍ତା ଓ ନିଖିଳ ଓଡିଶା ଆଇନଜୀବି ସଂଘର ପରିବାର ମିଶି ଆଗାମୀ ଅଧିବେଶନ କୁ ସଫଳ କରିବା ପାଇଁ ନବରଙ୍ଗପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ-ମୁଖ୍ୟମନ୍ତ୍ରୀ କେ.ପି.ସିଂହଦେଓ ଙ୍କୁ ନିମନ୍ତ୍ରଣ ଦେବା ଅବସରରେ , ଏହା ସହିତ ଆଇନଜୀବି ମାନଙ୍କ ପାଇଁ ଉଦିଷ୍ଟ ସ୍ୱାସ୍ଥ୍ୟବୀମା କୁ ଶୀଘ୍ର କାର୍ଯ୍ୟକାରୀ କୁ ନିବେଦନ କରିବା ଅବସରରେ ସଞ୍ଜିତ କୁମାର ପାଣିଗ୍ରାହୀ ସାଧାରଣ ସଚିବ, ସମସ୍ତ ଓଡିଶା ଓକିଲ ସଂଘ


ଜଗନ୍ନାଥମିଶ୍ର,ଉପରାଷ୍ଟ୍ରପତି,(ଏଓଏଲଏ )ସୁଜନ୍ତ କୁମାର ମହାପାତ୍ର(ସଚିବ)(ଏଓଏଲଏ )ନରସିଂହ ତ୍ରିପାଠୀ(ସଭାପତି)ନବରଙ୍ଗପୁର ବାର୍ ଆସୋସିଏସନ୍,ତ୍ରିନାଥ ଲାଲ ସିଂ,ସଭାପତି,( ଜେପୋର ବାର୍ ଆସୋସିଏସନ୍ )ନ୍ରୁସିଂହା ଚରଣ ମହାନ୍ତି,(ସଭାପତି) ମାଲକାନଗିରି ଓକିଲ ସଂଘ ପି. ରମେଶ ପାଟ୍ରୋ,
ସଦସ୍ୟ, (ରାଜ୍ୟ ବାର ପରିଷଦ) କଟକ,ଲମ୍ବୋଦର ତୁରୁକ୍(ସଚିବ) ଡି ବିଜୁ ସାରାକର,(ସଚିବ) ମାଲକାନଗିରି ଓକିଲ ସଂଘ ଶିବରାମ ପାଟ୍ରୋ(କାର୍ଯ୍ୟରତ ସଚିବ,) (ଏଓଏଲଏ),ସନ୍ତୋଷ କୁମାର ଦାଶ, (ପରାମର୍ଶଦାତା),(ଏଓଏଲଏ) ସୁଧୀର କୁମାର ପାଟ୍ରୋ, ଯୁଗ୍ମ ସଚିବ, (ଏଓଏଲଏ),ସୁରେଶ କୁମାର ହାଡାପା(ଓକିଲ) ଯୋଗ ଦେଇଥିଲେ । ସଂଘର ସମ୍ପାଦକ ଆଇନଜୀବି ସଞ୍ଜିତ ପାଣିଗ୍ରାହୀ ଜଣାଇଛନ୍ତି ।