You are currently viewing କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗ ରେ ପିଇଓ ଗିରପ
କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗ ରେ ପିଇଓ ଗିରପ

ରାଇଘର (ଲାଲଧର ଦୁର୍ଗା )ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ିହି ପଂଚାୟତ ର ପଂଚାୟତ ନିର୍ବାହି ଅଧିକାରୀ ଙ୍କୁ ବନ୍ଦିଲା ଭିଜିଲାନ୍ସ ପ୍ରାୟ କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ିହି ପଂଚାୟତ ର( ପିଇଓ )ସୁରେନ୍ଦ୍ର ଭତ୍ରା ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି ତୁରୁଡ଼ିହି ପଂଚାୟତ ରେ ଆର୍ଥିକ ଅନିୟମିତତା ନେଇ ପୂର୍ବରୁ ଦୁଇ ପଂଚାୟତ ର ସରପଞ୍ଚ ଓ ରାଇଘର ବିଡ଼ିଓ କୁନ୍ଦେଇ ଥାନାରେ ଅଭିଯୋଗ କରିଥିଲେ ସେହି ଅଭିଯୋଗ ଆଧାରରେ ତୁରୁଡ଼ିହି ପଂଚାୟତ ପିଇଓ ସୁରେନ୍ଦ୍ର ଭତ୍ରା ଙ୍କୁ ଗିରଫ କରିଛି ଭିଜିଲାନ୍ସ ଉନୟନ ମୂଳକ କାର୍ଯ୍ୟ ନିମନ୍ତେ ଆସିଥିବା ଅନୁଦାନରୁ ପ୍ରାୟ କୋଟିଏ 30ଲକ୍ଷଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ପରେ ନୀଳମ୍ବିତ ଥିବା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କାର୍ଯ୍ୟନିର୍ବାହି ଅଧିକାରୀ ପିଇଓ ସୁରେନ୍ଦ୍ର ଭତ୍ରା ଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି ବିଳମ୍ୱ୍ବିତ ରାତିରେ ଭିଜିଲାନ୍ସ ର ଏକ ଟିମ ମନ୍ତ୍ରୀଗୁଡା ତାଙ୍କ ବାସଭବନ ଉପରେ ଛଡାଉ କରି ଗିରଫ କରିବା ପରେ ତଦନ୍ତ ନିମନ୍ତେ ତାଙ୍କୁ ଜୟପୁର ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟଲୟକୁ ନିଆଯାଇଛି