You are currently viewing ଅପରେସନ ସିନ୍ଦୁର ର ସଫଳତା ତ୍ରିରଙ୍ଗା ଶୋଭାଯାତ୍ରା
ଅପରେସନ ସିନ୍ଦୁର ର ସଫଳତା ତ୍ରିରଙ୍ଗା ଶୋଭାଯାତ୍ରା

ଉମରକୋଟ (ଲାଳଧର ଦୁର୍ଗା )ଆତଙ୍କବାଦୀ ବିରୋଧୀଅଭିଯାନ ଅପରେସନସିନ୍ଦୁର ରସଫଳତାପରେ ସୋମବାରନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡାଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡା ଠାରେ ଭାରତୀୟ ବୀର ଯବାନମାନଙ୍କୁ ସନମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତହୋଇଯାଇଛି ଏହିଶୋଭାଯାତ୍ରାରେ ବେହେଡା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚଇତରାମ ଗଣ୍ଡ,ସମିତି ସବ୍ୟା ଜୟମନି ଗଣ୍ଡ,ବେହେଡା ମଣ୍ଡଳସଭାପତି ବୟକୁଣ୍ଟ ଭତ୍ରା,ମୁନା ପାଣିଗ୍ରାହୀ, ରତନ ଗଣ୍ଡ,ଚନ୍ଦନଗଣ୍ଡ, ଶିକା ପରଜା, ନରସିଂ ଗଣ୍ଡ, ରତିରାମ ଗଣ୍ଡ,ପୂର୍ଣ୍ଣ ଗଣ୍ଡ,ବାସୁ ଗଣ୍ଡ,ପ୍ରମୁଖ ସାମିଲ ଥିଲେଅପରେସନ ସିନ୍ଦୁର ରସଫଳତା ପରେଆଜିର ଏହିଶୋଭାଯାତ୍ରାଆତଙ୍କବାଦ ବିରୋଧରେ ଦେଶର ଅଭିଯାନ କୁ ଆହୁରି ସଶକ୍ତ କରିବ ବୋଲି କହିଥିଲେ ଗତ ଏପ୍ରିଲ ୨୨ତାରିଖରେ ଯମୁକାଶ୍ମିର ର ପହଲଗାମ ଠାରେ ହଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ସର୍ବଧର୍ମ ଓ

ନିରପକ୍ଷତା ଭାବେ ଅଭୁତପର୍ବା ଜାତୀୟତାର ଏକତାସୁର୍ଷ୍ଟିହୋଇଥିଲାମାତ୍ର ଚାରିଦିନମଧ୍ୟରେସାମାନ୍ୟ ଆକ୍ରମଣ ରେପାକିସ୍ତାନର ଅବସ୍ଥାସାଙ୍ଗତିକ ହୋଇଥିଲାଶେଷରେ ପାକିସ୍ତାନହାର ମାନି ଅସ୍ତ୍ରବିରତିପାଇଁ ଗୁହାରି କରିଥିଲେଭାରତର ଏହି ଏତିହାସିକପରେ ବିଜୟୀପରେସମଗ୍ର ଦେଶଖୁସି ଓ ଉତ୍ସାହ ଦେଖିବାକୁ ମିଳିଥି ଲା