You are currently viewing ମା କକାଁଲୁଣୀ ମାତା ମା ଠାକୁରାଣୀସନା ଦେଇ ମାତା ମା ଜଲନି ମାତା ମା ବାଉଡି ମାତା ମା ପେଣ୍ଡ୍ରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଓ ମଣ୍ଡେଇ ଅନୁଷ୍ଠିତ
ମା କକାଁଲୁଣୀ ମାତା ମା ଠାକୁରାଣୀସନା ଦେଇ ମାତା ମା ଜଲନି ମାତା ମା ବାଉଡି ମାତା ମା ପେଣ୍ଡ୍ରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଓ ମଣ୍ଡେଇ ଅନୁଷ୍ଠିତ

ଉମରକୋଟ(ଲାଳଧର ଦୁର୍ଗା):-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କପେନା ପଞ୍ଚାୟତ ସଦର ରେ ମା କକାଁଲୁଣୀମାତା ମା ଠାକୁରାଣୀ ସନା ଦେଇ ମାତା ମା ଜଲନି ମାତା ବାଉଡି ମାତା ଏବଂ ମା ପେଣ୍ଡ୍ରାଣୀ ଙ୍କ ମନ୍ଦିର ୩ଦିନ ଧରି ଚାଲୁଥିବା ମା କଁକାଲୁଣୀ ମା ଠାକୁରାଣୀ ସନା ଦେଇ ମାତା ଜଲନି ମାତା ମା ବାଉଡି ମାତା ଏବଂ ମା ପେଣ୍ଡ୍ରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ମଣ୍ଡେଇ ଆଜି ଉଦଯାପିତ ହୋଇଯାଇଛି ତା ୨୪/୦୫/୨୫ରିଖ ଶନିବାର ଦିନ ସମସ୍ତଗ୍ରାମ ର ମା ଭଉଣୀ ମାନେମିଶି ଏକ ବିରାଟ ଶୋଭାଯାତ୍ରାରେ ମୁଣ୍ଡ ରେ କଳସ ବହି ଗାଁ ରୁ ମନ୍ଦିର କୁ ନେଇ ଯାଇ ଥିଲେଏବଂସଖାଳ ୭ଘଣ୍ଟିକାପ୍ରାତଃବ୍ରାହ୍ମମୁହୂର୍ତ ରେବ୍ରାହ୍ମଧୂନିସ୍ଥାପନଅଖଣ୍ଡବତୀଦୀପପର୍ଯଳନଆହୋରାତ୍ର ନାମ ଭଜନସଂକ୍ରିତନ ଉଜାଘର ଅନୁଷ୍ଠିତ ହୋଇଥିଲା ତା ୨୫/୦୫/୨୫ରବିବାର ଦିନ ପ୍ରାତଃ ବ୍ରାହ୍ମମୁହୂର୍ତ ବାଲ୍ୟ ଭୋଗ ଅର୍ପଣ କରାଯାଇ ସେବନ କରାଗଲା ତାପରେ ଅଲେଖ ମହିମା ଧର୍ମ ବିଲବି ଶ୍ରୀ ଯୁକ୍ତ ପ୍ରକାଶ ଦାସ ବାବା ଅଲେଖ ମହିମା ବ୍ରହ୍ମଯଜ୍ଞ କରିବା ସହିତ ଆଠଭଜନ ରେ ମହିମା ଧର୍ମ ର ସମସ୍ତ ଭକ୍ତ ଝୁମିଯାଇଥିଲେ ଓ ଶେଷତା ୨୬/୦୫/୨୫ସୋମବାର ଦିନରେ ମା କକାଁଲୁଣୀ ମାଠାକୁରାଣୀ ସନାଦେଇ ମା ଜଲନି ମାତାମା ବାଉଡି ମାତା ଏବଂ ମା ପେଣ୍ଡ୍ରାଣୀ ଙ୍କ ମଣ୍ଡେଇ ଅନୁଷ୍ଠିତ ହୋଇଯାଥିଲା ଏବଂ ରୀତିନୀତି ଅନୁସାରେ ମନ୍ଦିର ପୂଜାରୀପ୍ରର୍ଲାଦ ପୂଜାରୀ, ଜଗବନ୍ଧୁ ପୂଜାରୀ, ସନାଧର ପୂଜାରୀ, କମୁଲୁ ପୂଜାରୀ,ପୂଜା କରିଥିଲେ ସେହିପରିମାଙ୍କ ପ୍ରତିକ ଭାବେ ଲାଟି ପାଲିଙ୍କି ଭିମାନଆଦି ସାମିଲ ହଇଥିଲେଏବଂ ମା ଙ୍କ ଶକ୍ତି ମଧ୍ୟ ଦେଖିବାକୁ ମିଳିଥିଲା ସେହିପରି ଯାତ୍ରା କମିଟି ତରଫରୁ ଲକମାନଙ୍କ ମନରଜନ ନିମନ୍ତେ ପ୍ରତକ ଦିନ ଆଦିବାସୀ ନାଟକ ସବୁର ଆୟୋଜନ କରାଯାଇଥିଲା ମନ୍ଦିର ରେ ହଜାର ହଜାର ଭକ୍ତ ଏବଂ ସାଧୁ ସନ୍ତ ଙ୍କ ଭିଡ଼ଦେଖିବାକୁ ମିଳିଥିଲା ଗ୍ରାମ ର ପୂଜାରୀ ସମେତ ଗାଉଁଟିଆ, ଚଲାଣ,ଗାଣ୍ଡା,ତଥା ଜନସାଧାରଣ ତିନିଦିନ ଧରି ଚାଲୁଥିବା ଏହି ମନ୍ଦିର ପ୍ରତିଷ୍ଠା ଓ ମଣ୍ଡେଇ ଯାତ୍ରା ରେ ଉପସ୍ଥିତ ରହି ଶାନ୍ତି ସୁଖଳା ର ସହିତ ଆଜି ଯାତ୍ରା କୁ ସମାପିତ କରିଥିଲେ ଶେଷ ଦିନରେ ମନ୍ଦିର ପ୍ରାଙ୍ଗଣ ରେ ଉଠା ଦୋକାନି ମାନଙ୍କ ପ୍ରବଳ ଭିଡ଼ ପ୍ରିଲକ୍ଷିତ ହୋଇଥିଲା ଆଖ ପାଖ ଅ ଞ୍ଚଳର ଜନସାଧାରଣ ମାଙ୍କ ଯାତ୍ରା ଦେଖିବା ସହ କିଣାବିକାର ମଧ୍ୟ ମଜା ଉଠାଇଥିଲେ