ପୁରୁଷୋତ୍ତମପୁର +2 ବିଜ୍ଞାନ ପ୍ରାଇସ କୋଚିଙ୍ଗ ସେଣ୍ଟର ପ୍ରଥମ ବର୍ଷ ରେ ଗୌରମୟ ସତ ପ୍ରତିଶତ ସଫଳତା। ହାସଲ କରିଛି ||
ଏହି ଅନୁଷ୍ଠାନ ତାର ପ୍ରଥମ ଚେଷ୍ଟା ରେ ବହୁ ସଫଳତା ହାସଲ କରିଛି । ଏଥିରେ ପ୍ରାୟ ୮୨% ଛାତ୍ର, ଛାତ୍ରୀ ପ୍ରଥମ କ୍ଲାସ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥି ମଧ୍ୟରୁ ମନିଷା ସାହୁ +୨ ବିଜ୍ଞାନ ରେ ୪୯୦ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏବଂ G ପପୁନ ଦୋରା ୪୭୨ ମାର୍କ ରଖି ଦୂତ୍ୟୟ ସ୍ଥାନ ଅଧିକାର କରିଛନ୍ତି । ଏଥିରେ ଅଭିଭାବକ , ଶିକ୍ଷକ, ଛାତ୍ର ଛାତ୍ରୀ ସ୍ଥାନୀୟ ଅଞ୍ଚଳ ରୁ ବିଭିନ୍ନ ବୁଦ୍ଧି ଜୀବି ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। ଏହି ଅନୁଷ୍ଠାନ ର ମୁଖ୍ୟ ମଳୟ କୁମାର ଚାନ୍ଦ ଏବଂ ଅନ୍ୟାନ୍ୟ କର୍ମ କର୍ତ୍ତା ଙ୍କ ମଧ୍ୟ ରେ ଶିଶିର ପଣ୍ଡା, ଦେବହରି ଗୌଡ଼, ଅଜିତ ମୁଦୁଲି , ରାମ ଚନ୍ଦ୍ର ବେହେରା, ଜଗନ୍ନାଥ ସାହୁ , ଅଜୟ ଚାନ୍ଦ, କେ ଦଣ୍ଡପାଣି ରେଡ୍ଡୀ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନଙ୍କୁ କେରିଏର
ରେ ଅଧିକ ସଫଳତା ମିଳିବ ସେ ଦିଗରେ ଆଲୋଚନା କରିଛନ୍ତି।
