You are currently viewing ବିଶ୍ୱ ହସ୍ତୀ ଦିବସ ପାଳନ
ବିଶ୍ୱ ହସ୍ତୀ ଦିବସ ପାଳନ

ମୁନିଗୁଡା ୧୨/୮ ସମଗ୍ର ପୃଥିବୀ ରେ ଅନ୍ୟତମତମ ଅହିଂସାକ ବିଶାଳ କାୟ ଐତିହ୍ୟ ପ୍ରାଣି ରୂପେ ବିବେଚିତ ହାତୀ ମାନଙ୍କର ସୁରକ୍ଷା ଏବଂ ସମୁର୍ଦ୍ଧନା ଅଭିମୁଖେ ନେଇ ରାୟଗଡ଼ା ବନ ଖଣ୍ଡ ର ମୁନିଗୁଡା ବନା ଅଂଚଳ ଏବଂ ଅମ୍ବାଦଳା ସେକ୍ସନ ଅନ୍ତର୍ଗତ ଟିକରପଡ଼ା ଗ୍ରାମ ରେ ଆଜି ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇ ଯାଇଛି ହସ୍ତୀ ସଂରକ୍ଷଣ ସେମାନଙ୍କ ର ବାସ ସ୍ଥାନ ର ସୁରକ୍ଷା ଏବଂ ମଣିଷ ହାତୀ ମଧ୍ୟରେ ଉପୁଜିଥିବା ବିବାଦ ର ପ୍ରାଣମନ ପ୍ରସଙ୍ଗ କୁ ଆଧାର କରି ଆୟଜିତ ଆଲୋଚନା ଚକ୍ର ରେ ଗ୍ରାମର ମହିଳା ସ୍ୱୟଂ ସହାୟାକା ଦଳ ସଦସ୍ୟ ଆମ ଜଙ୍ଗଲ ଯୋଜନାରେ ସଂପୃକ୍ତ ଗ୍ରାମ ସଦସ୍ୟ ଯୁବଗୋଷ୍ଠୀ ଙ୍କ ସମେତ ବନା ଅଞ୍ଚଳ ଅଧିକାରୀ ମାଝି ମହାପାତ୍ର ସୁଶ୍ରୀ ପ୍ରମୋଦିନି ମାଣ୍ଡାଙ୍ଗୀ ପରିବେଶ ପ୍ରେମୀ ଗୌରାଙ୍ଗ ଚରଣ ରାଉତ ପ୍ରମୁଖ ଆଲଚକ ଥିଲେ ଆମ ଜଙ୍ଗଲ ଯୋଜନା ଟିମଲିଡର ବିଘ୍ନରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନ୍ୟ ମାନଙ୍କମଧ୍ୟରେ ବନକ୍ଷୀ ସମିଷ୍ଟା ବଡ଼ଜେନା ବିଦ୍ୟାଧର ପାଣ୍ଡେ ସୁଧିର କୁମାର ବାରିକ ସାନବୁଡା ନାୟକ ସହା ୟତା କରିଥିଲେ ଏହି ଅବସରରେ ଉପସ୍ଥିତ ଗ୍ରାମବାସୀ ଜାଙ୍ଗଲ ଏବଂ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ