ସାନଖେମୁଣ୍ଡି : (ରଘୁନାଥ ନାୟକ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ପଟିଗୁଡା ପଞ୍ଚାୟତ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ମା ପାଈଁ ଗଛଟିଏ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏବଂ ବିଭିନ୍ନ ସମୟରେ ଖରାଦିନରେ ବାତ୍ୟା ହେଉଛି ତ ବର୍ଷା ଦିନରେ ମରୁଡି ଭଳି ପରିସ୍ଥିତି ଦେଖାଦେଉଛି ଯାହା ମାନବ ସମାଜ ପାଇଁ ଘାତକ ସାବ୍ୟସ୍ତ ହେଉଛି ଏହିସବୁ କାରଣ ର.

ଏକମାତ୍ର ନିରାକରଣ ହେଉଛି ବୃକ୍ଷ ରୋପଣ ପ୍ରତ୍ୟେକ ମଣିଷ ନିଜେ ନିଜର ଉତ୍ତର ଦାୟାଦ ମାନଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ କିଛି କିଛି ବୃକ୍ଷ ରୋପଣ କରିବା କୁ ଅନୁରୋଧ କରିଛି ପଞ୍ଚାୟତ କୁ କିପରି ସୁନ୍ଦର୍ଯ୍ୟ କରଣ କରାଯିବା ନେଇ ସେବିଷୟରେ ଆଲୋଚନା ହୋଇଥିଲା ଓ ପଟିଗୁଡା ସରପଞ୍ଚ ସିମାଞ୍ଚଳ ଗୌଡ଼ ଙ୍କ ତତ୍ୱାବଧାନ ରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା (ଜି ଆର ଏସ )ସିମାଞ୍ଚଳ ମଳିକ ମିଶନ ଶକ୍ତି ର ଅମ୍ବିକେ ସମସ୍ତ ସିଆରପି ଓ କିଛି ସମାଜ ସେବି ଏବଂ ଗ୍ରାମ କିଛି ଲୋକ ଉପସ୍ଥିତ ଥାଇ ବିଶ୍ଵ ପରିବେଶ ଦିବସ ଅବସରରେ ମା ପାଈଁ ଗଛଟିଏ ଓ ବୃକ୍ଷ ରୋପଣ କାଯ୍ୟକ୍ରମ ପାଳିତ ହୋଇଯାଇଛି

ରିପୋର୍ଟର = ରଘୁନାଥ ନାୟକ
