You are currently viewing ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଶ୍ରୀଯୁକ୍ତ ବିଧାନ ବିଶ୍ୱାସ ଜାତୀୟ ପତାକା ଉତୋଳନକରିଥିଲେ
ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଶ୍ରୀଯୁକ୍ତ ବିଧାନ ବିଶ୍ୱାସ ଜାତୀୟ ପତାକା ଉତୋଳନକରିଥିଲେ

ଉମରକୋଟ :- ୧୫/୦୮ଅଗଷ୍ଟ ପନ୍ଦର, ଭାରତ ଇତିହାସ ରେ ଏକ ସ୍ମରଣୀୟ ଦିବସ। ସମଗ୍ର ଭାରତ ରେ ମହା ଆଡମ୍ବର ରେ ଜାତୀୟ ପତାକା ଉତୋଳନ କରାଯାଇଛି।୭୯ତମ ସ୍ୱାଧୀନତା ଦିବସ ପାଳନ ଅବସର ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଦିନସ୍ତ ବେହେଡା ସରକାରୀ ଉନ୍ନୀତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ବିଧନ ବିଶ୍ୱାସ ଜାତୀୟ ପତକା ଉତୋଳନ କରିଥିଲେ।

ତାପରେ ପିଲା ମାନଙ୍କ ସଚେତନା ବାର୍ତ୍ତା ଦେଲେ। ତତ୍ତ ସହିତ ବିଦ୍ୟାଳୟ ର ସହ ଶିକ୍ଷକ ଶିକ୍ଷୟତ୍ରୀ ଯଥା ସଂଜୟ କୁମାର ସାମଲ,ଷୋଖ ନାସିରୁ ଘିନ, ବିରଞ୍ଚି ସୁନାନୀ, ମିହିର କୁମାର ଦାସ, ପ୍ରଦୀପ କୁମର ସାମଲ, ବ୍ୟକଣ୍ଟୁ ସେନା, ପ୍ରଭୁ ଭକ୍ତ, ଅରବିନ୍ଦ ଲେଙ୍କା, ସୁଧଂଶୁଶେଖର ଜେନା, ଚିନ୍ମୟ ମାନ୍ୟ, ମିନକେତନ ନାୟକ, ପଦ୍ମା ବତୀ ପର୍ଜା, ଚନ୍ଦନା ତରାଇ, ଲିଜାମୁଇଁ, ନିବେଦିତା ସ୍ୱାଇଁ, ସବିତା ଭତ୍ରା, ସଂଗୀତ ବିଶ୍ୱାସ, ସସ୍ମିତା ସାହୁ, ରିୟା ଢାଳି।

, ଶାନ୍ତି ଲତା ସରକାର,ପ୍ରେମସିଲା ହରିଜନ.ପରିଚାଳକ କମିଟି ର ସଭାପତି ସରଜକୁମାରପାଡ଼ି ଅନନ୍ୟ ସଦସ୍ୟ ଗଣ ଓ ଛାତ୍ର ଛାତ୍ରୀଗ୍ରାମ ବାସୀ ଅବିଭାବକ ମାତା ପିତା ବିଦ୍ୟାଳୟ ରେ ଉପସ୍ଥିତ ଥିଲେ।ଏବଂସରକାରୀ ଉନ୍ନତି ଉଚ୍ଚ ମାଧମିକ ବିଦ୍ୟାଳୟ ରେ ଜାତୀୟ ପତକା ସମାପ୍ତ ପରେ ପଂଚାୟତ କାର୍ଯ୍ୟଲ ରେ ପତକା ଉତ୍ତଳନ କରିଥିଲେ ସରପଞ୍ଚ ପ୍ରମିଳା ଗଣ୍ଡ ଓମଣ୍ଡଳ ସଭାପତି ବ୍ୟକୁଣ୍ଟ ଭତ୍ରା, ସଭ୍ୟ ପ୍ରତିନଧି ନରସିଂଗଣ୍ଡ ସରପଞ୍ଚ ପ୍ରତିନଧି ଚଇତରାମ ଗଣ୍ଡ ସମାଜ ସେବି ମୁନା ପାଣିଗ୍ରାହୀ ଦେବଦୁର୍ଗା ଓ scdo ଦେବାଶ୍ରିତ ମହାପାତ୍ର ଅଙ୍ଗନବାଡୀ କର୍ମୀ ଆଶାକର୍ମୀ କୃଷିମିତ୍ର ସିର୍ପ ପ୍ରାଣୀମିତ୍ର ଏବଂ ବେହେଡା ଗ୍ରାମ ର ଭଦବେକ୍ତି ଉପସ୍ଥିତ ଥିଲେ।ପରେ ସାସ୍କୃତିକ କାର୍ଯ୍ୟକ୍ରମ, ଜାତୀୟ ସଙ୍ଗୀତ ଓ ସ୍ଥାନୀୟ କଳାକାରମାନଙ୍କ ପ୍ରଦର୍ଶନୀ ହେଲା।(ଉମରକୋଟ ରୁ ଲାଳଧର ଦୁର୍ଗା ଙ୍କ ରିପୋର୍ଟ IJBNEWS ନିୟୁଜ )