ପୁରୀ, ୨୭ /୯ – କଂଗ୍ରେସ ଦଳ ର ପୁରୀ ଜିଲ୍ଲା ସଭାପତି ଭାବେ ଇଂ. ରାଜେଶ କୁମାର ମିଶ୍ର ମନୋନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲ ରୁ ସ୍ୱାଗତ ଓ ଅଭିନନ୍ଦନ ର ସୁଅ ଛୁଟିବାରେ ଲାଗିଛି | ମା ‘ଦଶଭୂଜା ସମସ୍ତ ଙ୍କୁ ଆର୍ଶୀବାଦ ଦିଅନ୍ତୁ, ସମାଜରୁ କୁବୁଦ୍ଧି, ହିଂସା ଓ ଅନ୍ୟାୟ ଦୂର କରନ୍ତୁ | ପୂଜାଛୁଟି ପରେ ଜିଲ୍ଲା କଂଗ୍ରେସ ପୁରୀ, ପୁରୀସଦର ଓ ଜିଲ୍ଲା ର ମୌଳିକ ସମସ୍ୟା କୁ ନେଇ ଆନ୍ଦୋଳନ ଜୋରଦାର କରାଯିବ | ୨୪ ବର୍ଷ ର କୁଶାସନ ଓ ଏବର ରଙ୍ଗମରା କଥାକୁହା ସରକାର ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ତାର ଆନ୍ଦୋଳନ ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଜନତା ଙ୍କ ମୌଳିକ ସମସ୍ୟା କୁ ନେଇ ଲଢେଇ କରିବ | ନୂଆ ପଦବୀ ପାଇବା ପରେ ଶ୍ରୀ ମିଶ୍ର ଜିଲ୍ଲା ର ସମସ୍ତ କଂଗ୍ରେସ କର୍ମୀ, ରାଜ୍ୟ ଓ କେନ୍ଦ୍ର ନେତୃବୃନ୍ଦ ଙ୍କୁ ବଧାଇ ଜଣାଇଛନ୍ତି | ତାଙ୍କ ପିତା ସ୍ବର୍ଗତ ଗଦାଧର ମିଶ୍ର ଜଣେ ଦକ୍ଷ,ନିର୍ଭିକ ବିଧାୟକ ଥିଲେ ଓ ସରକାରୀ ଓକିଲ ଭାବେ ଗରିବ ଲୋକ ମାନଙ୍କୁ ସାହାଯ୍ୟ କରୁଥିଲେ | ଇଂ. ମିଶ୍ର ତାଙ୍କ ପିତା ଙ୍କ ପରି କାମ କରିବେ ବୋଲି ଜିଲ୍ଲା ବାସି ଆଶା ରଖିଛନ୍ତି |

କଂଗ୍ରେସ ଜିଲ୍ଲା ସଭାପତି ଇଂ. ରାଜେଶ କୁମାର ମିଶ୍ର ଙ୍କୁ ବିଭିନ୍ନ ମହଲ ରୁ ସ୍ୱାଗତ
- Post author:Prafulla Sabat
- Post published:September 27, 2025
You Might Also Like

ଗଞ୍ଜାମ ଓକିଲ ସଂଘରେ ଇତିହାସ ରଚିଲେ ତାପସ

ପୂର୍ତ୍ତବିଭାଗ ଦ୍ଵାରା ଗୁପ୍ତେଶ୍ୱର ମନ୍ଦିରର ଉନ୍ନତି କରଣ ଓ ପ୍ରଶସ୍ତି କରଣ ପାଇଁ ଶିଳାନ୍ୟାସ |

ପୁରୁଷୋତ୍ତମପୁର ଓକିଲ ସଂଘ ସଭାପତି କୃଷ୍ଣ ଚନ୍ଦ୍ର ଗୌଡ଼, ଓ ରବୀନ୍ଦ୍ର ସମ୍ପାଦକ ନିର୍ବାଚିତ

ବେଗୁନିଆପଡ଼ା ବ୍ଳକରେ ମନ୍ତ୍ରୀ ପ୍ରଦୀପ ଅମାତ, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଚାଲି ଚାଲି ଘର କୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ସାକା ସୁଜିତ

ତାରା ତାରିଣୀ ହେଲିପେଡ ଗ୍ରାଉଣ୍ଡରେ ମିଶନଶକ୍ତି ମହିଳା ଗ୍ରୁପକୁ ସମ୍ବୋଧନ କଲେ 5t ସଚିବ

କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ

ଦିଗପହଣ୍ଡି ବିଧାନସଭା ପାଇଁ କଂଗ୍ରେସ ର ପ୍ରାର୍ଥୀ ସାକା ସୁଜିତ ଙ୍କ ନାମାଙ୍କନ ପତ୍ର ଦାଖଲ

ପୁରୁଷୋତ୍ତମପୁର ଥାନା କୁ ଅଚାନକ ପରିଦର୍ଶନ ରେ ଆସି ବିଭିନ୍ନ ବିଷୟ ରେ ପଚାରିଲେ ଆସ୍କା ଏମପି,

ଖଲ୍ଲିକୋଟରେ ବିଜେପି ଘୁମୁସର ଜିଲ୍ଲା ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।
