ଆଜି ଅର୍ଥାତ୍ ୩୧.୦୮.୨୦୨୫ ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ ଲାଞ୍ଜିପଲ୍ଲି ସ୍ଥିତ ମାଁ କଞ୍ଜିଆମା ମନ୍ଦିର ପ୍ରାଙ୍ଗଣରେ ଲାଞ୍ଜିପଲ୍ଲି ଏବଂ ତତ୍ ସଂଲଗ୍ନ ବିଭିନ୍ନ ସାହି ର ବହୁ ବ୍ୟକ୍ତିବିଶଷଙ୍କୁ ନେଇ ଏକ ବୈଠକ ଆୟୋଜିତ କରାଯାଇଥିଲା । ଏଥିରେ ଉପସ୍ଥିତ ବ୍ୟକ୍ତିବିଶେଷ ନିଜ ଅଞ୍ଚଳର ଅଭାବ ଅସୁବିଧା ବିଷୟରେ ଆଲୋଚନା କରିବା ସହ ତାହାର ସମାଧାନ ସକାଶେ ଶ୍ରୀମାନ ଅଭିମନ୍ୟୁ ସାହୁଙ୍କ ଅଧ୍ୟକ୍ଷତାରେରେ ଏକ କମିଟି ଗଠନ କରାଗଲା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନାଙ୍କ ଦୃଷ୍ଟିଆକର୍ଷଣ ନିମନ୍ତେ। ଶେଷରେ ଶ୍ରୀମାନ ସାହୁଙ୍କୁ ସୁଚାରୁରୂପେ ବୈଠକ ପରିଚାଳନା କରିଥିବାହେତୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ

ଉପସ୍ଥିତ ବ୍ୟକ୍ତିବିଶଷଙ୍କ ସମ୍ମତି କ୍ରମେ କମିଟିମାନଙ୍କର ନାମ ସଭାପତି – ଶ୍ରୀ ଅଭିମନ୍ୟୁ ସାହୁ , ଉପ ସଭାପତି – ଶ୍ରୀ ପି. ସୁଶାନ୍ତ କୁମାର ପାତ୍ର , ସମ୍ପାଦକ – ଶ୍ରୀ ଭବାନି ଶଙ୍କର ପ୍ରଧାନ , ସହ ସମ୍ପାଦକ – ବୀଣା ନାୟକ , କୋଷାଧ୍ୟକ୍ଷ – ଶ୍ରୀ ଶଙ୍କର ପ୍ରସାଦ ପାଣିଗ୍ରାହୀ , ଉପଦେଷ୍ଟା – ଡକ୍ଟର ପଦ୍ମନାଭ ସାହୁ , ଶ୍ରୀ ତାରାଚାନ୍ଦ୍ ପାତ୍ର ,ସଭ୍ୟ – ଶ୍ରୀ ଇନ୍ଦ୍ରମଣି ବିଷୋୟୀ , ଶ୍ରୀ ହେମନ୍ତ କୁମାର ସିଂଦେଓ , ଶ୍ରୀ ନାରାୟଣ ବେହେରା , ଶ୍ରୀ ଉଦୟନାଥ ବିଶ୍ଵାଳ , ଶ୍ରୀ ମୂରଲୀଧର ବେହେରା
ଶ୍ରୀ ରବୀନ୍ଦ୍ରନାଥ ଦାସ୍ ଙ୍କ ନାମ ଉଲ୍ଲେଖ କରାଗଲା। ପ୍ରତି ମାସର ଶେଷ ରବିବାର ରେ ପରିଷଦ ର ଅଧିବେଶନ ବସିବା ପାଇଁ ନିର୍ଦ୍ଧାରିତ କରାଗଲା। ବ୍ୟୁରୋ ରିପୋର୍ଟ IJB ନ୍ୟୁଜ୍।

