ଛତ୍ରପୁର ତା୨୬/୧୧/୨୫(ଅରୁଣ କୁମାର ପଣ୍ଡା) ଗୋଲା ପଲିରେ ବୁଲିଲା ପୂର୍ବ ଶତ୍ରୁତାରୁ ନେଇ ଖଣ୍ଡା। ଛତ୍ରପୁର ଥାନା ଗୋଲାପଲ୍ଲୀ ଗ୍ରାମରେ ସୋମବାର ସକାଳୁ ଏଭଳି ଘଟଣା ଘଟିଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । କେ. ନତା ପାତ୍ର ଏବଂ କେ. ଲାଛେୟା ପାତ୍ର ତଥା ଦାଦା, ପୁତୁରା ଗୁରୁତର ଆହତ ହୋଇଛନ୍ତି । ଏନେଇ ଛତ୍ରପୁର ଥାନାରେ ୭୪୯/୨୫ ମାମଲା ରୁଜୁ ହୋଇ ୫ ଜଣ ଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ଖଣ୍ଡା, କାତି , ଠେଙ୍ଗା ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ସେଥି ମଧ୍ୟରୁ କେ ପ୍ରତାପ ପାତ୍ର ,ବି କ୍ରୀଷ୍ଣା ପାତ୍ର,ବି ଲଚେୟା ପାତ୍ର,ବି ସୀମା ପାତ୍ର,ଏମ ଦେବରାଜ ପାତ୍ର,
24/11/25 U/S 191(3)/126(2)/115(2)/118(1)/109/351(2)/61(1)(a)/61(1)(b)/190 ଏହି ୫ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଛତ୍ରପୁର ଆଇଆଇସି ସବ୍ୟସାଚୀ ମଲ କହିଛନ୍ତି।
