You are currently viewing ସ୍ନାନବେଦୀ ରେ ଶ୍ରୀବିଗ୍ରହ ଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ
ସ୍ନାନବେଦୀ ରେ ଶ୍ରୀବିଗ୍ରହ ଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ

ପୁରୀ,୨୯ /୬- ପବିତ୍ର ସ୍ନାନପୂର୍ଣ୍ଣମୀ ଓ ଶ୍ରୀବିଗ୍ରହ ଙ୍କ ଜନ୍ମଦିନ ଅବସର ରେ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିର ରେ ସ୍ନାନବେଦୀ ଉପରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ କରିଛନ୍ତି | ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ବାସଗୃହ କୁ ଯିବେ |ପରେ ସର୍କିଟ ହାଉସ ଠାରେ ବିଭିନ୍ନ ବ୍ୟକ୍ତି ଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି | ସେହିପରି କେନ୍ଦ୍ରମନ୍ତ୍ରୀ ମଧ୍ୟ କର୍ମୀମାନଙ୍କ ସହ ଆଲୋଚନା କରିବେ |